Home ଓଡ଼ିଶା ବାଇକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସ

ବାଇକ୍ ଲୁଟେରାଙ୍କୁ ଗିରଫ କଲା ପୋଲିସ

81

କଳାହାଣ୍ଡି,୨୪/୧୦,(ଓଡ଼ିଆ ପୁଅ ପି ନାୟକ): ଆଜି କଳାହାଣ୍ଡି ପୋଲିସ ଆନ୍ତଃଜିଲ୍ଲା ବାଇକ୍ ଲୁଟେରାଙ୍କୁ ଧ୍ୟରି ଏହି ଗ୍ୟାଙ୍ଗର ୧୩ ଜଣଙ୍କୁ ଗିରଫ କରିଛି । ଏହାସହ ୨ ଟି ଚୋରି ବାଇକ୍ ମଧ୍ୟ ଜବତ କରିଛି ପୋଲିସ । ତେବେ ମିଳିଥିବା ସୂଚନା ଅନୁସାରେ,ନର୍ଲା ଅଂଚଳର ଜଣେ ଯୁବକ କେସିଙ୍ଗାର ଲିଙ୍ଗରାଜ ସାହୁ ସହାୟତାରେ ପଡ଼ୋଶୀ ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାରୁ ଵାଇକ ଚୋରି କରି ମକରଧ୍ଵଜ ସାହୁକୁ ଦେଉଥିଲେ ଏବଂ ଉକ୍ତ ଚୋରି ଵାଇକଗୁଡିକୁ ୨୦ ହଜାର ଟଙ୍କାରେ ବିକ୍ରି କରୁଥିଲେ ବୋଲି ପୋଲିସ କହିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.