Home କେନ୍ଦ୍ରାପଡ଼ା ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ ଅନୁଷ୍ଠିତ

ବନମହୋତ୍ସବ ଉପଲକ୍ଷେ ବୃକ୍ଷରୋପଣ ଅନୁଷ୍ଠିତ

67

କେନ୍ଦ୍ରାପଡା ୧୭/୭ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ବିଜୁ ଯୁବଜନତାଦଳ ପକ୍ଷରୁ ବନମହୋତ୍ସବ ଅବସରରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବଜନତାଦଳର କାର୍ଯ୍ୟକାରୀ ସଭାପତି ସରୋଜକାନ୍ତ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆୟବା ପଂଚାୟତର ସମିତି ସଭ୍ୟ ମନୋଜ ଦାସ, ପ୍ରକାଶ ସାମଲ, ବବୃବାହନ ସାମଲ, ଧିରେନ୍ଦ୍ର ଦାସ, ବୀକ୍ରମ ବାରିକ, ଦୟାନିଧି ମର୍ଦ୍ଦରାଜ ପ୍ରମୁଖ ଚାରାରୋପଣ କରିବା ସହ ପରିବେଶ ସୁରକ୍ଷା ପାଇଁ ଚାରା ରୋପଣର ଆବଶ୍ୟକତା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କୁ ବୁଝାଇ ସଚେତନ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.