Home ଓଡ଼ିଶା ବଦଳିବେ ପିସିସି

ବଦଳିବେ ପିସିସି

549

ଭୁବନେଶ୍ଵର,୧୨/୦୮,(ଓଡ଼ିଆ ପୁଅ /ପଙ୍କଜିନୀ ନାୟକ): ଓଡ଼ିଶାରେ ହୋଇପାରେ ପିସିସି ପରିବର୍ତ୍ତନ । ଏକ ସାମ୍ବାଦିକ ସମ୍ମିଳନୀରେ ନିରଞ୍ଜନ ପଟ୍ଟନାୟକ ସୂଚନା ଦେଇ କହିଛନ୍ତି ଯେ,  ସଭାପତି ପଦରୁ ଇସ୍ତଫା ଦେଇସାରିଛି । ଏ ସମ୍ପର୍କରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇଥିବା କହିଛନ୍ତି।

ତେବେ ଇସ୍ତଫା ପତ୍ର ଏପର୍ଯ୍ୟନ୍ତ ଗ୍ରହଣ ହୋଇନି। ଇସ୍ତଫାପତ୍ରକୁ ଗ୍ରହଣ କରିବା ପାଇଁ ଦାବି ଜଣାଇଥିବା ନିରଞ୍ଜନ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.