Home ଓଡ଼ିଶା ଫୋନରେ କରନ୍ତୁ ଏହି କାମ

ଫୋନରେ କରନ୍ତୁ ଏହି କାମ

1231

ଭୁବନେଶ୍ଵର,୨୯/୦୮,(ଓଡ଼ିଆ ପୁଅ ପଙ୍କଜିନୀ ନାୟକ):ଆଜିର ଦୁନିଆରେ ବଦଳୁଥିବା ଟେକନିକ ସହିତ ତାଳଦେଇ ଚାଲିବା ପାଇଁ ସବୁବେଳେ ଆମକୁ ନୂଆ ନୂଆ ପ୍ରଡକ୍ଟ କିଣିବାକୁ ପଡିଥାଏ । ଏହା ମଧ୍ୟରେ ପ୍ରଥମେ ଆସୁଛି ସ୍ମାର୍ଟଫୋନ ଯାହାର ଟେକନିକ୍ ଅତିଶୀଘ୍ର ବଦଳିଥାଏ । ଯଦି ଆମେ କୌଣସି ନୂଆ ଫୋନ କିଣୁଛେ ତାହେଲେ ଆମେ ପୁରୁଣା ଫୋନର ବ୍ୟବହାର ବନ୍ଦ କରିଦେଇଥାଉ ନଚେତ୍ ଏହାକୁ ଶସ୍ତା ଦାମରେ ଅନ୍ୟ କାହାକୁ ବିକ୍ରି କରିଦେଇଥାଉ । ଆଉ ଯଦି ପୁରୁଣା ଫୋନ୍କୁ କିଣିବା ପାଇଁ କୌଣସି ଗ୍ରାହକ ନମିଳନ୍ତି ତାହେଲେ ଏହା ଅଦରକାରୀ ଭାବେ ଘରର କୌଣସି ସ୍ଥାନରେ ପଡି ରହିଥାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ଆପଣ ଏହି ଫୋନର ବ୍ୟବହାର ଏକ ସିସିଟିବି କ୍ୟାମେରା ଭାବେ ମଧ୍ୟ କରିପାରିବେ । ଆଜିକାଲି ପ୍ରାୟ ସବୁ ଫୋନରେ କ୍ୟାମେରା କ୍ୱାଲିଟି ବହୁତ ଭଲ ଆସିଥାଏ ତେଣୁ ଆମେ ଏହି ଫୋନର ବ୍ୟବହାର ଏକ ସିସିଟିଭି ଭଳି ମଧ୍ୟ କରିପାରିବା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.