Home Top News ଫାଇନାଲରେ ମାଲଭିକା ବଂସୋଦଙ୍କୁ ହରାଇ ସୟଦ ମୋଦୀ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଜିତିଲେ ପିଭି ସିନ୍ଧୁ

ଫାଇନାଲରେ ମାଲଭିକା ବଂସୋଦଙ୍କୁ ହରାଇ ସୟଦ ମୋଦୀ ଆନ୍ତର୍ଜାତୀୟ ଟୁର୍ନାମେଣ୍ଟ ଜିତିଲେ ପିଭି ସିନ୍ଧୁ

46

ନୂଆ ଦିଲ୍ଲୀ ୨୩-୧ (ଓଡ଼ିଆ ପୁଅ) ଦୁଇଥର ଅଲିମ୍ପିକ ପଦକ ବିଜେତା ପି.ଭି ସିନ୍ଧୁ ସୟଦ ମୋଦୀ ଆନ୍ତର୍ଜାତୀୟ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟର ଟାଇଟଲ ଜିତିଛନ୍ତି।

ପୂର୍ବତନ ବିଶ୍ୱ ଚାମ୍ପିୟନ ସିନ୍ଧୁ ରବିବାର ଫାଇନାଲରେ ମାଲଭିକା ବଂସୋଦଙ୍କୁ ୨୧-୧୩ ଏବଂ ୨୧-୧୬ ରେ ପରାସ୍ତ କରି ଟାଇଟଲ ହାସଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.