Home କୋରାପୁଟ ଫନି ପ୍ରଭାବୀତଙ୍କୁ କୃଷି ବିଭାଗର ସହାୟତା

ଫନି ପ୍ରଭାବୀତଙ୍କୁ କୃଷି ବିଭାଗର ସହାୟତା

1041

କୋରାପୁଟ ୨୯-୦୫ (ଓଡିଆ ପୁଅ/ରଂଜନ କୁମାର ଦାସ) ସାମୁଦ୍ରିକ ଝଡ ଫାନୀ ଫ୍ରଭାବୀତଙ୍କ ସହାୟତା ନିମନ୍ତେ ଜିଲା କୃଷି ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ଏକଲକ୍ଷ ୪୦ ହଜାର ୬୦୦ ଟଙ୍କା ସହାୟତା ପ୍ରଦାନ କରା ଯାଇଛି। କୃଷି ବିଭାଗ ଉପ-ନିର୍ଦ୍ଦେଶକ ପ୍ରଦୀପ ମହାନ୍ତି, ଜିଲା କୃଷି ଅଧିକାରୀ ସୁବ୍ରତ କୁମାର ରଥ, ମୂର୍ତିକା କେମିଷ୍ଟ ଜି.ଭି.ରେଡ୍ଡି, କୃଷି ଓଭରସିଇରବଟକୃଷ୍ଣ ବାରିକ ପ୍ରମୁଖ ଜିଲାପାଳ କେ.ସୂଦର୍ଶନ ଚକ୍ରବର୍ତିଙ୍କୁ ସାକ୍ଷାତ କରି ସହାୟତା ରାଶିର ଚେକ ପ୍ରଦାନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.