Home ଓଡ଼ିଶା ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମି ଜବରଦଖଲ ହୋଇଥିବା ଅଭିଯୋଗ

ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ଜମି ଜବରଦଖଲ ହୋଇଥିବା ଅଭିଯୋଗ

187

ଭୁବନେଶ୍ଵର,୦୩/୦୯,(ଓଡ଼ିଆ ପୁଅ ପି ନାଏକ): ଲିଙ୍ଗରାଜଙ୍କ ଜମିକୁ ଜବରଦଖଲ ଅଭିଯୋଗ । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡା କମିଟି ଏହି ଅଭିଯୋଗ କରିଛନ୍ତି । ଗଙ୍ଗୁଆନାଳ ନିକଟରେ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଜମି ଜବରଦଖଲକୁ ବିରୋଧ କରିଛି ୨ ନିଯୋଗ । ନିଯୋଗ ପକ୍ଷରୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ କରାଯାଇଥିବା ବ୍ରାହ୍ମଣ ନିଯୋଗର ସମ୍ପାଦକ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.