Home Top News ପ୍ରତିଶୋଧ ନେବାକୁ ଗାର୍ଲଫ୍ରେଣ୍ଡ ହେଲା ଗର୍ଭବତୀ! ସତ ଜାଣି, ବଏ ଫ୍ରେଣ୍ଡର ଉଡ଼ିଲା ହୋସ

ପ୍ରତିଶୋଧ ନେବାକୁ ଗାର୍ଲଫ୍ରେଣ୍ଡ ହେଲା ଗର୍ଭବତୀ! ସତ ଜାଣି, ବଏ ଫ୍ରେଣ୍ଡର ଉଡ଼ିଲା ହୋସ

140

ନୂଆ ଦିଲ୍ଲୀ ୧୬-୧ (ଓଡ଼ିଆ ପୁଅ) ପୂର୍ବ ପ୍ରେମିକ ସହ ପ୍ରତିଶୋଧ ନେବାକୁ, ଜଣେ ଯୁବତୀ ଏମିତି ପଦ୍ଧତି ଗ୍ରହଣ କଲା ଯାହା ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତାଙ୍କ ପ୍ରତିଶୋଧ ବିଷୟରେ ଟିକଟୋକରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଜାଣନ୍ତୁ ଯୁବତୀର ଏହି ପଦକ୍ଷେପ ବିଷୟରେ

ସମ୍ପର୍କର ସୂତ୍ର ଅତି ସୂକ୍ଷ୍ମ ସୂତାରେ ତିଆରି ହୋଇଥାଏ। ପ୍ରତାରଣା ଏବଂ ମିଥ୍ୟା ପାଇଁ ଏଥିରେ କୌଣସି ସ୍ଥାନ ନାହିଁ। ଅଧିକାଂଶ ସମ୍ପର୍କରେ ବିଭେଦ କିମ୍ବା ବିଚ୍ଛେଦ ପାଇଁ ସବୁଠାରୁ ବଡ କାରଣ ହେଉଛି ପ୍ରତାରଣା। ଆଜିକାଲି ସୋସିଆଲ ମିଡିଆରେ ଏଭଳି ଏକ ଆଶ୍ଚର୍ଯ୍ୟଜନକ ମାମଲା ଭାଇରାଲ ହେବାରେ ଲାଗୁଛି।

ଏହି ପରିପ୍ରେକ୍ଷୀରେ, ଜଣେ ଯୁବତୀ ତାଙ୍କ ପୂର୍ବ ପ୍ରେମିକର ପ୍ରତାରଣାର ପ୍ରତିଶୋଧ ନେବାକୁ ସ୍ଥିର କଲେ। ସେ ଏକ ନିଆରା ରାସ୍ତା ବାଛିଥିଲେ। ସାଥୀ ଦ୍ୱାରା ପ୍ରତାରଣା ହେବା ପରେ ଝିଅଟି ତାଙ୍କୁ ଏକ ଶିକ୍ଷା ଦେବାକୁ ସ୍ଥିର କଲା। ଯେତେବେଳେ ପ୍ରେମିକ ବାସ୍ତବତା ବିଷୟରେ ଜାଣିବାକୁ ପାଇଲା, ତା’ ପାଦ ତଳୁ ଭୂମି ଖସିଗଲା। ଏବେ ଆମେ ଆପଣଙ୍କୁ କହିବୁ ଏହି ସମଗ୍ର ବିଷୟ କ’ଣ ଏବଂ ଯୁବତୀ ତା’ର ପୂର୍ବ ପ୍ରେମିକର କିପରି ହୋସ ଉଡ଼ାଇଲା।

‘ଦି ସନ୍’ ଅନୁଯାୟୀ, କିଛି ମାସ ପୂର୍ବରୁ ଯୁବତୀ ଜାଣିବାକୁ ପାଇଲା ଯେ ତା ପ୍ରେମିକ ଅନ୍ୟ ଜଣେ ଯୁବତୀ ସହିତ ଡେଟ କରୁଛି। ଯୁବତୀ ତା’ ପ୍ରେମିକ ସହିତ ଝଗଡା କଲା ଏଭଂ ତାଙ୍କର ବ୍ରେକଅପ୍‌ ହୋଇଗଲା।

ଅନ୍ୟ ଯୁବତୀ ସହ ପ୍ରେମ ସମ୍ପର୍କ ଥିଲା ଯୁବକର। ତେଣୁ ସେ ତା ସହତି ପ୍ରେମିକ କରିଥିବା ପ୍ରତାରଣାକୁ ଭୁଲି ପାରିଲା ନାହିଁ, ତା’ପରେ ତାଙ୍କୁ ଏକ ଶିକ୍ଷା ଦେବା ପାଇଁ ଏକ ଖରାପ ଯୋଜନା ପ୍ରସ୍ତୁତ କଲା। ଝିଅଟି ନିଜେ ଟିକଟୋକରେ କହିଛିଯେ, ସେ କିଛି ମାସ ପୂର୍ବେ ସେ ଜାଣିବାକୁ ପାଇଲା ଯେ, ତା ପ୍ରେମିକ ଅନ୍ୟ ଝିଅ ସହିତ ମଧ୍ୟ ପ୍ରେମ ସମ୍ପର୍କ ରଖିଛି ଏହା ଜାଣିବା ପରେ ସେ ନିଜ ପ୍ରେମିକ ସହିତ ବ୍ରେକଅପ୍ କଲୋ ତା’ରେ ଗର୍ଭବତୀ ହେବାର ଛଳନା କଲା।

ଯୁବତୀ ଜଣକ କହିଛି ଯେ, ବ୍ରେକଅପ୍ ପରେ ସେ ନିଜ ପ୍ରେମିକକୁ ଏକ ଶିକ୍ଷା ଦେବା ପାଇଁ ଗର୍ଭବତୀ ଥିବା ଭଳି ଅଭିନୟ କଲା। ସେ ତା ସ୍ୱେଟରରେ ଅନେକ ପୋଷାକ ରଖି ଏକ ନକଲି ବେବିବମ୍ପ ଫଟୋ ପ୍ରେମିକକୁ ପଠାଇଲା ଯାହା ପ୍ରକୃତ ପରି ଦେଖାଯାଉଥିଲା। ଯେତେବେଳେ ପ୍ରେମିକା ପୂର୍ବ ଗର୍ଲଫ୍ରେଣ୍ଡର ଗର୍ଭବତୀ ହେବାର ନକଲି ଫଟୋ ଦେଖିଲା ସେ ଆଶ୍ଚର୍ଯ୍ୟ ହୋଇଗଲା। କିନ୍ତୁ ଯୁବତୀ ଏହା ପରେ କାହାଣୀ କହିଲା।

ଅନେକ ମହିଳା ଯୁବତୀର ଏପରି ପ୍ରତିଶୋଧକୁ ସମର୍ଥନ କରିଛନ୍ତି। କିନ୍ତୁ ଟିକଟୋକରେ ପୋଷ୍ଟ ହୋଇଥିବା ଭିଡିଓରେ ଅନ୍ୟ ପ୍ରତିକ୍ରିୟା ମଧ୍ୟ ମିଳିଛି। ତେବେ ଏହି ସବୁ କଥା କହିଛି ଝିଅଟି।

ଜଣେ ପ୍ରତାରଣା କରିଥିବା ପ୍ରେମିକକୁ ଏ ପରି ଶିକ୍ଷା ଦେବାର ଏହି ପଦ୍ଧତିକୁ ଅନେକ ମହିଳା ପସନ୍ଦ କରିଛନ୍ତି। ଏଥି ସହିତ ଅନେକ ଲୋକ ଏହାକୁ ନାପସନ୍ଦ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.