Home ଜିଲ୍ଲା ପରିକ୍ରମା ପୋଲତଳୁ ମିଳିଲା ଅପରିପକ୍ୱ ଶିଶୁର ମୃତ ହେଦ , ଭୃଣ ହତ୍ୟା ସନ୍ଦେହ

ପୋଲତଳୁ ମିଳିଲା ଅପରିପକ୍ୱ ଶିଶୁର ମୃତ ହେଦ , ଭୃଣ ହତ୍ୟା ସନ୍ଦେହ

174

ବାହାନଗା,୨୮/୬(ଭାରତୀ ଦାସ/ ଓଡ଼ିଆ ପୁଅ )- ବାଲେଶ୍ୱର – ବାସୁଦେବପୁର ନିମିକ ରୋଡ଼ର କାନକଟା ନିକଟ ସୁସୁଣ୍ଡି ପୋଲ ତଳୁ ଏକ ଅପରିପକ୍ୱ ଶିଶୁ ଭାସୁ ଥିବାର ଦେଖିବାକୁ ମିଳିଥିଲା । ଫଳରେ ରାସ୍ତାରେ ଯାଉଥିବା ପଥଚାରୀ ମାନେ ଏହା ଦେଖି ଖନ୍ତାପଡ଼ା ପୋଲିସକୁ ଖବର ଦେଇଥିଲୋ । ଖବର ପାଇ ଖନ୍ତାପଡ଼ା ଥାନା ଅଧିକାରୀ ସଞ୍ଜୟ ପରିଡ଼ା ଓ ଏଏସଆଇ ଗୌରହରି ଦାଶ ଘଟଣା ସ୍ଥଳରେ ପହଞ୍ଚି ଭୃଣଟିକୁ ଉଦ୍ଧାର କରିଥିଲେ । ଭୃଣଟି ପରିପକ୍ୱ ହୋଇ ନଥିଲା । ତେତେ ପୋଲିସ ଭୃଣଟିକୁ ଉଦ୍ଧାର କରିବା ସହ ପାଖରେ ଗାତ ଖୋଳି ପୋତି ଦେଇଥିବାର ଜଣାପଡ଼ିଛି । କିନ୍ତୁ ଭୃଣଟି ସେଠାକୁ କେମିତି ଆସିଲା ତାହା ଆଲୋଚନା ହେବା ସଙ୍ଗେସଙ୍ଗେ ଏବାବଦରେ ପୋଲିସ ତଦନ୍ତ କରୁଥିବାର ଜଣାପଡ଼ିଛି । ସର୍ବପରେବି ଏହା ଭୃଣ ହତ୍ୟା ସନ୍ଦେହ ସାଧାରଣରେ ଚର୍ଚ୍ଚା ହେଉଥିବାର ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.