Home କେନ୍ଦ୍ରାପଡ଼ା ପୈାରସଂସ୍ଥା ପକ୍ଷରୁ ଦିନମଜୁରିଆ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ପ୍ରସ୍ତୁତି ବୈଠକ

ପୈାରସଂସ୍ଥା ପକ୍ଷରୁ ଦିନମଜୁରିଆ ଶ୍ରମିକମାନଙ୍କୁ କାମ ଯୋଗାଇଦେବାକୁ ପ୍ରସ୍ତୁତି ବୈଠକ

197

କେନ୍ଦ୍ରାପଡା ୧୦/୫ (ଓଡ଼ିଆ ପୁଅ) – ପୈାରସଂସ୍ଥା ପକ୍ଷରୁ କୋଭିଡ-୧୯ ଲକଡାଉନ ଯୋଗୁଁ କାମ ପାଉନଥିବା ଦିନମଜୁରିଆ ଶ୍ରମିକମାନଙ୍କୁ କାମ ଯୋଗାଇଦେବା ନିମନ୍ତେ ପୈାର କର୍ମଚାରୀମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ପୈାର ନିର୍ବାହୀ ଅ ଧିକାରୀ ଦେବ ପ୍ରସାଦ ବଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସହରୀ ମଜୁରୀ ନିଯୁକ୍ତି ପ୍ରକ୍ରୀୟା (ଅର୍ବାନ ୱେଜ ଏମ୍ପେ୍ଲାଏମେଂଟ ଇନିସିଏଟିଭ) (ୟୁ.ଡବ୍ଲୁ .ଇ. ଆଇ.) ରେ ଲକଡାଉନ ଯୋଗୁଁ କାମପାଉନଥିବା ଦିନମଜୁରିଆ ଶ୍ରମିକମାନଙ୍କୁ ବିଭିନ୍ନ ପ୍ରକଳ୍ପର ନିର୍ମାଣ କରାଯାଇ କାମ ଯୋଗାଇଦେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଛି। ଏହି ବୈଠକରେ ପୈାରସଂସ୍ଥାର ସମସ୍ତ ଯନ୍ତ୍ରୀ, ଗୋଷ୍ଠି ସଂଗଠିକା ଓ କର୍ମଚାରୀମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
/ଚିତ୍ତରଞ୍ଜନ ଦାସ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.