Home ଓଡ଼ିଶା ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ପେଟ୍ରୋଲ ଦର ବୃଦ୍ଧି ପ୍ରତିବାଦରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

117

ନୟାଗଡ଼, ୨୪ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): କେନ୍ଦ୍ର ସରକାର ଲଗାତାର ଭାବେ ଅହେତୁକ ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି କରୁଥିବାରୁୁ ଏହାକୁ ନେଇ ଜିଲା ଯୁବ କଂଗ୍ରେସ ପକ୍ଷରୁ ପ୍ରତିବାଦ କରାଯାଇଛି। ପୂର୍ବରୁ ବିଜେଡି ଦଳ ପେଟ୍ରୋଲ ଦର ବୃଦ୍ଧିକୁ ନେଇ ପ୍ରତିବାଦ କରୁଥିବାବେଳେ ଏବେ ନୀରବତା ରହିବାକୁ ନେଇ ପ୍ରଶ୍ନ ଉଠାଇଛି ଜିଲା କଂଗ୍ରେସ। ଆଜି ଜିଲା ଯୁବ କଂଗ୍ରେସ ପକ୍ଷରୁ ନୟାଗଡ଼ ମୁଖ୍ୟ ଛକଠାରେ ଏହାକୁ ବିରୋଧ କରାଯାଇ ତୈଳ ଓ ଗ୍ୟାସ ଦର ୬୨% ଅତିରିକ୍ତ ଟ୍ୟାକ୍ସ ଆଦାୟ କରୁଥିବାରୁ ଏହା ସାଧାରଣ ଖାଉଟିଙ୍କ ପାଇଁ ଅସହ୍ୟ ହୋଇ ପଡ଼ିଛି ବୋଲି କଂଗ୍ରେସ କହିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶ ପୁତ୍ତଳିକା ଦାହ କରିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.