Home ଜିଲ୍ଲା ପରିକ୍ରମା ପୂର୍ବତନ ସରପଂଚଙ୍କ ନିଧନ

ପୂର୍ବତନ ସରପଂଚଙ୍କ ନିଧନ

103

କୋଲାବିରା, ୫।୧୨ (ଓଡ଼ିଆ ପୁଅ/ନିଶିତ୍ ବହିଦାର) କୋଲାବିରା ବ୍ଲକର ଝିଲ୍ଲାପାଲି ପଂଚାୟତର ପୂର୍ବତନ ସରପଂଚ ଭେଲାନାଥ କିଶାନଙ୍କ ନିଧନ ହୋଇଯାଇଛି। ସମୟରେ ତାଙ୍କୁ ୯୨ ବର୍ଷ ହେଉଥିଲା। ସରପଂଚ ସମୟରେ ଲୋକଙ୍କ ସେବା ବ୍ୟତିତ ଜୀବନ ସାରା ସେ ସାମାଜସେବାରେ ନୁଜକୁ ଉତ୍ସ୍ ର୍କକୃତ କରିଥିଲେ। କିଛିଦିହେଲା ସେ ବାର୍ଦ୍ଦକ୍ୟ ଜନିତ ରୋଗରେ ପିଡିତ ଥିଲେ। ମୃତ୍ୟୁ ମସୟରେ ତାଙ୍କର ପୂଅ ବହୁ ଝିଅ ଜୋଇଁ ନାତି, ନାତୁଣି ସମସ୍ତେ ଉପସ୍ଥିତ ଥିଲେ। ସ୍ୱର୍ଗତ କିଶାନଙ୍କ ମୃତ୍ୟୁର ଖବର ପ୍ରସାରିତ ହେବାପରେ ଝିଲ୍ଲାପାଲି, କୋଲାବିରା ଅଂଚଳରେ ଶୋକ ଖେଲିଯାଇଛି। ବିଭିନ୍ନ ମହଳରୁ ସମବେଦନା ଜ୍ଞାପନ କରାଯାଇଛି। ଜିଲ୍ଲାପାଲି ସ୍ଥିତ ଗ୍ରାମ ଶ୍ମସାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.