Home ଓଡ଼ିଶା ପୁର୍ବତନ ବିଧାୟକ ଅଭିମନ୍ୟୁ କୁମ୍ଭାରଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

ପୁର୍ବତନ ବିଧାୟକ ଅଭିମନ୍ୟୁ କୁମ୍ଭାରଙ୍କ ବିୟୋଗରେ ପିସିସି ସଭାପତିଙ୍କ ଶୋକ

162

ଭୁବନେଶ୍ୱର -୨୭ /୭ (ଓଡ଼ିଆ ପୁଅ) -ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲର ପୂର୍ବତନ ବିଧାୟକ ତଥା ଙ୍କଗ୍ରେସ ନେତା ଅଭିମନ୍ୟୁ କୁମ୍ଭାରଙ୍କ ବିୟୋଗରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଗଭୀର ଶୋକାଵ୍ୟକ୍ତ କରିଛନ୍ତି -ସ୍ବର୍ଗତଃ କୁମ୍ଭାର ଜଣେ ସରଳ ନିଷ୍କପଟ ତଥା ସାଧାରଣ ମଣିଷ ଥିଲେ -୧୯୭୧ ମସିହାରୁ ପ୍ରଥମେ ରେଢ଼ାଖୋଲ ବିଧାନସଭା ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ -ସେ ଚାରିଥର ବିଧାୟକ ଭାବେ ନିର୍ବାଚିତ ହୋଇ ରେଢ଼ାଖୋଲ ତଥା ସମ୍ବଲପୁର ଜିଲ୍ଲା ସମେତ ରାଜ୍ୟର ବିଭିନ୍ନ ଉର୍ନ୍ନୟନ ମୂଳକ କାର‌୍ୟ୍ୟରେ ସହଭାଗୀ ହୋଇଥିଲେ – ବିଶେଷ କରି ଦଳିତ ଓ ଆଦିବାସୀଙ୍କ ବିକାଶ ପାଇଁ ସ୍ବର୍ଗତଃ କୁମ୍ଭାର ଊସ୍ଛାର୍ଗିକୃତ ଭାବେ କାର‌୍ୟ୍ୟ କରି ଙ୍କଗ୍ରେସସ ଦଳରେ ଏକ ସ୍ୱତନ୍ତ୍ର ମର‌୍ୟ୍ୟାଦା ର ଅଧିକାରୀ ହୋଇଥିଲେ -ତାଙ୍କ ବିୟୋଗରେ ଦଳ ଓ ରାଜ୍ୟ ର ଅପୂରଣୀୟ କ୍ଷତି ହେଲା -ତାଙ୍କ ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ଓ ବନ୍ଧୁବର୍ଗଙ୍କୁ ସମବେଦନା ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.