Home କେନ୍ଦ୍ରାପଡ଼ା ପୁରୁଷୋତ୍ତମପୁର ପଂଚାୟତରେ କରୋନା ସଚେତନତା

ପୁରୁଷୋତ୍ତମପୁର ପଂଚାୟତରେ କରୋନା ସଚେତନତା

132

କେନ୍ଦ୍ରାପଡା ୨୧/୪(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – – କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତରେ ବିଧାୟକ ଶସୀଭୂଷଣ ବେହେରାଙ୍କ ପରାମର୍ଶରେ ମହାମାରୀ କରୋନାରୁ ସୁରକ୍ଷା ପାଇବା ପାଇଁ ପଂଚାୟତ ବିଜୁ ଜନତାଦଳର ସଭାପତି ସୁଧିର କୁମାର ବେହେରା, ଅଜୟ କୁମାର ମହାନ୍ତି, ଅନନ୍ତ ପ୍ରସାଦ ସେଠୀ, ନିରଞ୍ଜନ ରାଉତ, ଗୈାରାଙ୍ଗ ଲେଙ୍କା, ପ୍ରଶାନ୍ତ କୁମାର ସ୍ୱାଇଁ, ପ୍ରଫୁଲ୍ଲ କୁମାର ଭୋଳ, ଭାସ୍କର ପରିଡା, ମୀନକେତନ ସ୍ୱାଇଁଙ୍କ ଦ୍ୱାରା ମାସ୍କ ବଂଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ କରୋନା ସମ୍ପର୍କରେ ପଂଚାୟତବାସୀଙ୍କୁ ସଚେତନ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.