Home ଅପରାଧ ପୁଣି +୩ବିଜ୍ଞାନ ପଶ୍ନ ପତ୍ର ଲିକ୍ ଆଶଙ୍କା !

ପୁଣି +୩ବିଜ୍ଞାନ ପଶ୍ନ ପତ୍ର ଲିକ୍ ଆଶଙ୍କା !

151

ସମ୍ବଲପୁର୧୫ା୨(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ସରକାରୀ ବାବୁ ମାନଙ୍କ ଖାମଖିଆଲି ନୀତି ପାଇଁ ରାଜ୍ୟ ଶିକ୍ଷାର୍ଥୀ ମାନେ ନିରାପଦ ଭାବେ ପରିକ୍ଷା ଦେଇନବାରିବା ଆଜି ସମସ୍ୟା ହୋଇଛି । ପ୍ରତି ବର୍ଷ ବାରମ୍ବାର ପରିକ୍ଷା ସମୟରେ ପଶ୍ନପତ୍ର ଲିକ୍ ହେବା ନିରିହ ଶିକ୍ଷାର୍ଥୀଙ୍କ ପାଇଁ ସଂକ୍ରାମକ ରୋଗର ଭାଇରସ୍ ଭଳି ହେବା ଆଲେଚ୍ୟର ବିଷୟ ହୋଇଛି । ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ବିଜ୍ଞାନ ପଶ୍ନ ପତ୍ର ଲିକ୍ ହେବା ଆଶଙ୍କା ସୃଷ୍ଟି ହୋଇଛି ।

 

+୩ ବିଜ୍ଞାନର ଗଣିତ ସମ୍ମାନ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଆଶଙ୍କା ହୋଇଚି । ପ୍ରଶ୍ନପତ୍ର ମୋବାଇଲ୍‌ରେ ଘୂରି ବୁଲୁବାକୁ ଆଖିଆଗରେ ରଖି ସମ୍ବଲପୁର ବିଶ୍ବବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ପୂର୍ବରୁ ପଠାଯାଇଥିବା ପ୍ରଶ୍ନ ପତ୍ର ନ ଖୋଲିବାକୁ ନିର୍ଦେଶ ଦେଇଛନ୍ତି ।ପୂର୍ବରୁ କେମିଷ୍ଟ୍ରି ଓ ଜୁଲୋଜି ପ୍ରଶ୍ନପତ୍ର ଭାଇରାଲ ହୋଇଥିଲା ଏହିକାରଣକୁ ନେଇ ଇ-ମେଲ୍‌ରେ ପଠାଯିବ ପରୀକ୍ଷାର ନୂଆ ପ୍ରଶ୍ନପତ୍ର ବୋଲି ସମ୍ବଲପୁର ବିଶ୍ବବିଦ୍ୟାଳୟ ମୁଖ୍ୟ ପରୀକ୍ଷା ନିୟନ୍ତ୍ରକ ସୁଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.