Home ଓଡ଼ିଶା ପୁଣି ଆଉ ଏକ ହାତୀର ମୃତ୍ୟୁ

ପୁଣି ଆଉ ଏକ ହାତୀର ମୃତ୍ୟୁ

273

ବାରଙ୍ଗ,୨୦/୦୯,(ଓଡ଼ିଆ ପୁଅ ପି ନାଏକ): ନନ୍ଦନକାନନରେ ଥମୁନି ହାତୀ ମଡ଼କ । ଏହା ଭିତରେ  ୨୪ ଦିନରେ ଗଲାଣି ୩ ହାତୀଙ୍କ ଜୀବନ । ଗତକାଲି ୭ ବର୍ଷର ମାଈ ହାତୀ ‘କମଳା’ର ମୃତ୍ୟୁ ଘଟିଥିବା ବେଳେ ଆଜି ଅପରାହ୍ନରେ ହଠାତ ‘କମଳା’ ଅସୁସ୍ଥ ହୋଇପଡ଼ିଥିଲା । ଏହାପରେ ଏକ ଡ଼ାକ୍ତରୀ ଦଳ ‘କମଳା’ର ଚିକିତ୍ସା କରିଥିଲେ । ତେବେ ‘ହର୍ପିସ’ ଭାଇରସ୍ ପାଇଁ ତାର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି । ଆଜି ଓୟୁଏଟିର ବିଶେଷଜ୍ଞଙ୍କ ଦ୍ୱାରା କମଳାର ଶବ ବ୍ୟବଚ୍ଛେଦ କରାଯିବ । ରିପୋର୍ଟ ମିଳିବା ପରେ କମଳାର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.