Home ଆନ୍ତର୍ଜାତୀୟ ପାକିସ୍ଥାନକୁ ସମର୍ଥନ ନଦେବା ଦେଶ ଉପରେ କରିବୁ ମିସାଇଲ୍ ମାଡ଼: ପାକ୍ ମନ୍ତ୍ରୀ

ପାକିସ୍ଥାନକୁ ସମର୍ଥନ ନଦେବା ଦେଶ ଉପରେ କରିବୁ ମିସାଇଲ୍ ମାଡ଼: ପାକ୍ ମନ୍ତ୍ରୀ

940

ନୂଆଦିଲ୍ଲୀ: ପାକିସ୍ଥାନର ଗିଲଗିଟ ବାଲ୍ଟିସ୍ଥାନ ଏବଂ କାଶ୍ମୀର ସମ୍ବଦ୍ଧିୟ ସଙ୍ଘୀୟ ମନ୍ତ୍ରୀ ଅଲ୍ଲୀ ଅମିନ ଗଣ୍ଡାପୁର କହିଛନ୍ତି, “କାଶ୍ମୀର ପ୍ରସଙ୍ଗରେ ପାକିସ୍ଥାନକୁ ସମର୍ଥନ ନଦେବା ଦେଶକୁ ଆମେ ଶତୃରାଷ୍ଟ୍ର ଭାବରେ ବିବେଚନା କରିବୁ ଏବଂ ସେହି ଦେଶଗୁଡ଼ିକ ଉପରେ ମିସାଇଲ୍ ମାଡ଼ କରିବୁ।ଏହା ସହ କାଶ୍ମୀର ପ୍ରସଙ୍ଗରେ ଭାରତ ସହିତ ଉତ୍ତେଜନା ବଢ଼ିଲେ ପାକିସ୍ଥାନ ଯୁଦ୍ଧ ପାଇଁ ବାଧ୍ୟ ହେବ ଏବଂ ଏଥିରେ ଭାରତକୁ ସମର୍ଥନ ଦେବା ଦେଶକୁ ପରିଣାମ ଭୋଗିବାକୁ ପଡ଼ିବ ବୋଲି ବୋଲି ଅଲ୍ଲୀ ଅମିନ କହିଛନ୍ତି।//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.