Home Top News ପାକିସ୍ତାନକୁ ବଡ଼ ଝଟକା : ନ୍ୟୁଜିଲ୍ୟାଣ୍ଡ ପରେ ଇଂଲଣ୍ଡର ପାକିସ୍ଥାନ ଗସ୍ତ ବାତିଲ

ପାକିସ୍ତାନକୁ ବଡ଼ ଝଟକା : ନ୍ୟୁଜିଲ୍ୟାଣ୍ଡ ପରେ ଇଂଲଣ୍ଡର ପାକିସ୍ଥାନ ଗସ୍ତ ବାତିଲ

66

ନୂଆଦିଲ୍ଲୀ ୨୦ ସେପ୍ଟେମ୍ବର (ଓଡ଼ିଆ ପୁଅ) ଇଂଲଣ୍ଡ ଏଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପାକିସ୍ତାନକୁ ଏକ ବଡ଼ ଝଟକା ଦେଇଛି।

ଆସନ୍ତା ମାସରେ ଇଂଲଣ୍ଡର ମହିଳା ଏବଂ ପୁରୁଷ ଦଳ ପାକିସ୍ତାନ ଆସିବାର ଥିଲା। କିନ୍ତୁ ମାନସିକ ଚାପ ଏବଂ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ସେମାନେ ଏହି ଯାତ୍ରାକୁ ବାତିଲ କରିଛନ୍ତି।

ଏହାପୂର୍ବରୁ ସୁରକ୍ଷା ଦୃଷ୍ଟିରୁ ମ୍ୟାଚ୍ ଆରମ୍ଭ ହେବାର କିଛି ମିନିଟ୍ ପୂର୍ବରୁ ନ୍ୟୁଜିଲ୍ୟାଣ୍ଡର ପାକିସ୍ତାନ ଗସ୍ତ ବାତିଲ କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.