Home ଓଡ଼ିଶା ପର୍ଯ୍ୟଟନ ସହରରେ ଶୀତର ପ୍ରଥମ ସ୍ପର୍ଶ

ପର୍ଯ୍ୟଟନ ସହରରେ ଶୀତର ପ୍ରଥମ ସ୍ପର୍ଶ

332

ପୁରୀ, ୬/୧୨ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆନ୍ତର୍ଜାତୀକ ପର୍ଯ୍ୟଟନ କ୍ଷେତ୍ର ଶ୍ରୀକ୍ଷେତ୍ରରେ ଗତକାଲିଠାରୁ ଶୀତର ପ୍ରଥମ ସ୍ପର୍ଶ ଅନୁଭୂତ ହୋଇଛି। ଗତକିଛି ଦିନ ହେଲା ସକାଳୁ ସକାଳୁ କୁହୁଡି ପଡୁଥିବା ଯୋଗୁଁ ଶୀତର ଅନୁଭୂତ ହୋଇପାରୁନଥିଲା। ଗତକାଲିଠାରୁ ଶୀତର ପ୍ରକୋପ ଆରମ୍ଭ ହୋଇଛି। ପର୍ଯ୍ୟଟକମାନେ ଶୀତବସ୍ତ୍ର ପିନ୍ଧି ବେଳାଭୂମିରେ ବୁଲୁଥିବା ଦେଖାଯାଇଥିଲା। ଶୀତଯୋଗୁଁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚା ଦୋକାନରେ ଭିଡ ଲାଗି ରହିଥିବା ଦେଖାଯାଇଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.