Home କେନ୍ଦୁଝର ପନ୍ଦାଡୋ ସ୍କୁଲ ତୋରଣର ଭୁମୀ ପଜୂନ

ପନ୍ଦାଡୋ ସ୍କୁଲ ତୋରଣର ଭୁମୀ ପଜୂନ

82

ହାଟଡ଼ିହି,୬ /୭/ :(ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ପନ୍ଦାଡୋ ୟୁଜିଏମଇ ସ୍କୁଲର ମୁଖ୍ୟ ଫାଟକ ନିର୍ମାଣ ପାଇଁ ଭୂମୀ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷାବିତ ଚୁଡାମଣୀ ଘଡେଇ କର୍ତ୍ତା ଭାବେ ଏହି ପୂଜାକାର୍ଯ୍ୟରେ ସାମିଲ ହୋଇଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ମୋସ୍କୁଲ ଅଭିଯାନର ସଭାପତି ନିକୁଞ୍ଜ ବିହାରୀ ଓଝା, ପ୍ରଧାନ ଶିକ୍ଷକ ପିତବାସ ପ୍ରଧାନ, ଆନନ୍ଦ ଚନ୍ଦ୍ର ବାରିକ, ମଧୁସୁଦନ ପଳତା, କୁଳମଣୀ ରାଉତ, ବିଶ୍ୱନାଥ ଜେନା, ରମାକାନ୍ତ ଜେନା, ପ୍ରକାଶ ଜେନା ପ୍ରମୁଖ ଯୋଗଦେଇ ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟର କିପରି ଉନ୍ନତି କରଣ ହୋଇପାରିବ ସେନେଇ ଗୁରୁତ୍ୱାରୋପ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.