Home ଓଡ଼ିଶା ପଦ୍ମଶ୍ରୀ ଗ୍ରହଣ କଲେ କମଳା

ପଦ୍ମଶ୍ରୀ ଗ୍ରହଣ କଲେ କମଳା

399

କୋରାପୁଟ ; ତା୧୬-୦୩-୧୮(ଓଡ଼ିଆ ପୁଅ/ରଂଜନ ଦାସ) ରାଜ୍ୟ ଯୋଜନା ବୋର୍ଡ ସଦସ୍ୟା କମଳା ପୂଜାରୀ ଶନିବାର ନୂଆଦିଲ୍ଲୀରେ ପଦ୍ମଶ୍ରୀ ଉପାଧୀ ଗ୍ରହଣ କରିଛନ୍ତି। ପାର୍ଲିଆମେଂଟର ସେଂଟ୍ରାଲ ହଲରେ ଆୟୋଜିତ ଏକ ସମାରୋହରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କମଳାଙ୍କୁ ମାନପତ୍ର ଓ ଉତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ପାରମ୍ପରିକ ପଦ୍ଧତିରେ ଧାନଚାଷ କରିବା ସହ ଜୈବ ପ୍ରଣାଳୀରେ ବିହନ ସଂରକ୍ଷଣ କରିବା କ୍ଷେତ୍ରରେ କମଳା ପୂଜାରୀଙ୍କ ଅବଦାନ ପାଇଁ କେନ୍ଦ୍ର ସରକାର ଏକାଧିକ ସମ୍ମାନରେ ସମ୍ମାନୀତ କମଳାଙ୍କୁ ପଦ୍ମଶ୍ରୀ ଉପାଧୀ ଦେବାକୁ ଜାନୁଆରୀ ୨୫ରେ ଘୋଷଣା କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.