Home ଜିଲ୍ଲା ପରିକ୍ରମା ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶୀଳାନ୍ୟାସ ଓ ଉଦ୍‌ଘାଟନ

ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ଦ୍ୱାରା ବିଭିନ୍ନ କାର୍ଯ୍ୟର ଶୀଳାନ୍ୟାସ ଓ ଉଦ୍‌ଘାଟନ

87

ଭଦ୍ରକ, ୬ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ପଂଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ ଆଜି ଧୂଷୁରୀ ଠାରେ ବିଶ୍ରାମଗାରା ଶୀଳାନ୍ୟାସ କରିଥିବାବେଳେ ମିଶନଶକ୍ତିଗୃହ, ଧୂଷୁରୀହାଟ ପୋଖରୀ ଓ ପଂଚାୟତ ସୌନ୍ଦର୍ଯ୍ୟ କରଣ ଶୁଭଉଦ୍‌ଘାଟନ କରିଥିଲେ । ଏହି ସମୟରେ ବ୍ଲକ ବିପିଏମ୍ ପିତବାସ ବିଶ୍ୱାଳ, ସରପଂଚ ଜ୍ୟୋସ୍ନାରାଣୀ ପ୍ରଧାନଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ସୁଶାନ୍ତ ପଣ୍ଡା, ଭାରତବିଜୟ ଦଳାଇ, ମଧୁସୁଦନ ପରିଡ଼ା, ବିମ୍ବାଧର ବିଶ୍ୱାଳ, ନିଷିକାନ୍ତ ସ୍ୱାଇଁ, ସୁବଳ ବିଶ୍ୱାଳ ଓ ରାଜେନ୍ଦ୍ର ପଲାଇ ଯୋଗଦେଇଥିଲେ । ଏହି ଅବସରରେ ଧୂଷୁରୀ ପୂଜ୍ୟପୂଜା ପରିସରରେ ଉପସ୍ଥିତ ସ୍ୱୟଂଶହାୟକା ଗୋଷ୍ଠୀର ମହିଳାମାନଙ୍କୁ ଅଧ୍ୟକ୍ଷ ଶ୍ରୀ ନାୟକ ଉଦ୍‌ବୋଧନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.