Home ଜିଲ୍ଲା ପରିକ୍ରମା ନୟାଗଡ଼ ସହରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ପଦକ୍ଷେପ

ନୟାଗଡ଼ ସହରର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ବ୍ୟାପକ ପଦକ୍ଷେପ

81

ନୟାଗଡ଼, ୧ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ସହରର ସମସ୍ତଙ୍କ ଘରକୁ ମାଗଣାରେ ପାଣି ସଂଯୋଗ ଦିଆଯିବ ଏବଂ ଏଥିପାଇଁ ୫୨ କୋଟି ଟଙ୍କା ମଞ୍ଜୁର ହୋଇଥିବା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି। ଏଥିସହିତ ସହରର ଉନ୍ନତିକରଣ ପାଇଁ ବହୁତ ପଦକ୍ଷେପ ନିଆଯାଉଛି। ପୂର୍ବରୁ ସହରରେ ୧୧ କିମି ବିଦ୍ୟୁତ ଖୁଂଟ ପକାଯାଇ ଉଜ୍ଜଳ ଅଲୋକୀକରଣ ବ୍ୟବସ୍ଥାର ଯେଉଁ ପରିକଳ୍ପନା କରାଯାଇଥିବା ତାହା ସାକାର ହେବାକୁ ଯାଉଛି ଏବଂ ବଲାଙ୍ଗିବନ୍ଧ ପାର୍କର ସୌନ୍ଦର୍ଯ୍ୟକରଣ ଉପରେ ବ୍ୟାପକ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ଡ.ସାହୁ ସୂଚନା ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.