Home ଜିଲ୍ଲା ପରିକ୍ରମା ନୟାଗଡ଼ ଟାଉନ ଷ୍ଟେସନରେ ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା

ନୟାଗଡ଼ ଟାଉନ ଷ୍ଟେସନରେ ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା

122

ନୟାଗଡ଼, ୯ା୧୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ ଟାଉନ ଷ୍ଟେସନରେ ଉଡିଲା ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା। ସରକାରଙ୍କ ଘୋଷଣା ଅନୁଯାୟୀ ସବୁ ଷ୍ଟେସନମାନଙ୍କରେ ବହୁ ଉଚ୍ଚତା ବିଶିଷ୍ଟ ଜାତୀୟ ପତାକା ଲଗାଯିବା ପରିପ୍ରେକ୍ଷୀରେ ଏହି ଜାତୀୟ ପତାକା ଲଗାଯାଇଛି। ବହୁ ଦୂର ପର୍ଯ୍ୟନ୍ତ ଦିଶୁଥିବା ଏହି ଜାତୀୟ ପତାକାକୁ ଦେଖିବାକୁ ଲୋକମାନଙ୍କର ବହୁ ଭିଡ଼ ଦେଖିବାକୁ ମିଳିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.