Home ଓଡ଼ିଶା ନିର୍ମାଣାଧିନ ବିଲ୍ଡିଂ ଭୁଷୁଡ଼ି ପଡ଼ିବାରୁ କୋଚିଂ ସେଣ୍ଟରର ଅନେକ ଛାତ୍ରଛାତ୍ରୀ ଆହତ – ଉଦ୍ଧାରକାର୍ଯ୍ୟ ଜାରୀ

ନିର୍ମାଣାଧିନ ବିଲ୍ଡିଂ ଭୁଷୁଡ଼ି ପଡ଼ିବାରୁ କୋଚିଂ ସେଣ୍ଟରର ଅନେକ ଛାତ୍ରଛାତ୍ରୀ ଆହତ – ଉଦ୍ଧାରକାର୍ଯ୍ୟ ଜାରୀ

177

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଉତ୍ତର-ପୂର୍ବ ଦିଲ୍ଲୀର ଭଜନପୁରା ନାମକ ସ୍ଥାନରେ ଏକ ନିର୍ମାଣାଧିନ ବିଲ୍ଡିଂ ଭୁଷୁଡ଼ି ପଡ଼ିଛି। କୁହାଯାଉଛି କି ବିଲ୍ଡିଂ ଭିତରେ କୋଚିଂ ସେଣ୍ଟର ଚାଲୁଥିଲା। ବିଲ୍ଡିଂ ର ଛାତ ଖସିପଡ଼ିବାରୁ କିଛି ଛାତ୍ର ଫସିରହିଛନ୍ତି। ଛାତ୍ରମାନଙ୍କର ଉଦ୍ଧାର କାର୍ଯ୍ୟ ଚାଲିଛି। ୧୩ଜଣ ଛାତ୍ରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତିନିଜଣ ଛାତ୍ରଙ୍କୁ ନିଖୋଜ ଥିବାର ଖବର ଆସିଛି। ସେମାନଙ୍କୁ ଖୋଜା ଚାଲିଛି। ଘଟଣା ସ୍ଥଳରେ ଦମକଳର ଗାଡ଼ି ପହଁଚିଛି ଏବଂ ଏପର୍ଯ୍ୟନ୍ତ ୧୩ ଛାତ୍ରଙ୍କୁ ରେସ୍କ୍ୟୁ କରାଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.