Home ଅପରାଧ ନାବାଳିକା ଫେରାର ନେଇ ଥାନାରେ ଅଭିଯୋଗ

ନାବାଳିକା ଫେରାର ନେଇ ଥାନାରେ ଅଭିଯୋଗ

153

ଯାଜପୁର ୨ା୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) କୋରାଇ ଥାନା ଅନ୍ତର୍ଗତ ସାଦକପୁର ଗ୍ରାମର ସେକ ତରାଫଙ୍କ ପୁଅ ସେକ ଆଲ୍ଲାଉଦ୍ଦିନଙ୍କ ନାବାଳିକା ସାନ ଭଉଣୀ (୧୭ବର୍ଷ) ଘରୁ ନଗଦ ଟଙ୍କା, ସୁନା, ରୁପା ଅଳଙ୍କାର ନେଇ ରାତ୍ରୀରେ ଫେରାର ହୋଇଯିବା ନେଇ ଅଭିଯୋଗ କରିଛନ୍ତି।ଏ’ନେଇ ପୁଲିସ ଏକ ମାମଲା ୨୩୯/୧୯ ରୁଜ୍ଜୁ କରି ତଦନ୍ତ ଜାରି ରଖିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.