Home ଓଡ଼ିଶା ନାଳରୁ ଉଦ୍ଧାର ହେଲା ଶିଶୁପୁତ୍ର

ନାଳରୁ ଉଦ୍ଧାର ହେଲା ଶିଶୁପୁତ୍ର

126

କଟକ,୨୨/୧୦,(ଓଡ଼ିଆ ପୁଅ ପି ନାୟକ): ନାଳରୁ ଉଦ୍ଧାର ହୋଇଛି ନବଜାତ ଶିଶୁପୁତ୍ର । ଏଭଳି ଘଟଣା ପୁଣି ସାମ୍ନାକୁ ଆସିଛି କଟକ ସୂତାହାଟ ଅଞ୍ଚଳରୁ । କେହି ଜଣେ କୁମାରୀ ମହିଳା ଏହି ସ୍ଥାନଟିକୁ ଜନ୍ମ ଦେଇ ଫୋପାଡି ଦେଇ ଚାଲି ଯାଇଥିବା ଅନୁମାନ କରାଯାଉଛି । ସ୍ଥାନୀୟ ଲୋକେ ଶିଶୁଟିକୁ ଉଦ୍ଧାର କରି ପୋଲିସ କୁ ଖବର ଦେଇଥିଲେ । ପରେ ପୋଲିସ ଆସି ତଦନ୍ତ କରିବା ସହ ଶିଶୁଟି ଗୁରୁତର ହେବାରୁ ତାକୁ ଏବେ ଶିଶୁ ଭବନରେ ରଖାଯାଇଥିବା ସୂଚନା ମିଳିଛି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.