Home କୋରାପୁଟ ନନ୍ଦପୁରର ଭାରପ୍ରାପ୍ତ ବିଡିଓ ହେଲେ ରଜନୀକାନ୍ତ

ନନ୍ଦପୁରର ଭାରପ୍ରାପ୍ତ ବିଡିଓ ହେଲେ ରଜନୀକାନ୍ତ

33

କୋରାପୁଟ ୦୧-୦୭(ଓଡିଆ ପୁଅ /ରଂଜନ ଦାସ) ନନ୍ଦପୁର ବ୍ଲକର ଭାରପ୍ରାପ୍ତ ବିଡିଓ ଭାବେ ରଜନୀକାନ୍ତ ଦାଶ ଦାୟିତ୍ୱ ନେଇଥିବା ଜଣାପଡିଛି ।ନନ୍ଦପୁର ବ୍ଲକର ବିଡିଓ କୈଳାସ ଚନ୍ଦ୍ର ସିଆଲ ଗତକାଲି ଚାକିରୀରୁ ଅବସର ନେଇଥିଲେ ।ଦଶମନ୍ତପୁର ବ୍ଲକର ଏବିଡିଓ ରଜନୀକାନ୍ତ ଦାଶଙ୍କୁ ନନ୍ଦପୁର ବ୍ଲକର ଅତିରିକ୍ତ ଦାୟିତ୍ୱ ନେବାକୁ ନିର୍ଦ୍ଦେଶ ଆସିବା ପରେ ଆଜି ଶ୍ରୀ ଦାଶ ନନ୍ଦପୁର ବ୍ଲକର ଭାରପ୍ରାପ୍ତ ବିଡିଓ ଭାବେ କାର୍ଯ୍ୟରେ ଯୋଗଦେଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.