Home ଅପରାଧ ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ୍ – ୨ ଗିରଫ ଅପରାଧଗଞ୍ଜାମଜିଲ୍ଲା ପରିକ୍ରମା ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ୍ – ୨ ଗିରଫ By Bureau - May 7, 2020 195 Total0 0 0 0 0ରମ୍ଭା ୭-୫ (ଓଡ଼ିଆ ପୁଅ) ରମ୍ଭା ପୋଲିସ ଏକ ନକଲି ଜନ୍ମ ପ୍ରମାଣପତ୍ର ରାକେଟର ପର୍ଦ୍ଦାଫାଶ କରିଛି। ରମ୍ଭା ଅଞ୍ଚଳରେ ଏହି ରାକେଟର ଦୁଇ ଜଣଙ୍କୁ ନକଲି ଜନ୍ମ ପ୍ରମାଣପତ୍ର ଏବଂ ଆବାସିକ ପ୍ରମାଣପତ୍ର ଯୋଗାଉଥିବା ଅଭିଯୋଗରେ ଗିରଫ କରିଛି ସ୍ଥାନୀୟ ପୋଲିସ୍। Tweet Total0 0 0 0 0