Home କେନ୍ଦୁଝର ଧର୍ମପରାୟଣା ମହିଳାଙ୍କ ପରଲୋକ

ଧର୍ମପରାୟଣା ମହିଳାଙ୍କ ପରଲୋକ

58

ହାଟଡ଼ିହି, ୨ / ୩ : (ଓଡିଆପୁଅ / ବିକାଶ ବିଶ୍ୱାଳ)  ହାଟଡିହି ବ୍ଲକ କୁଣ୍ଡିସାହି ଗ୍ରାମର ସ୍ୱର୍ଗତ ଦୀନବନ୍ଧୁ ପତିଙ୍କ ଧର୍ମପତ୍ନୀ ପାର୍ବତୀ ପତିଙ୍କ ୮୩ବର୍ଷ ବୟସରେ ଆଜି ସକାଳ ୮ଟାବେଳେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପୁଅ ରାଧାକୃଷ୍ଣ, ରାଧାଶ୍ୟାମ, ରବିନ୍ଦ୍ର, ଅଶୋକ, ରାମଚନ୍ଦ୍ର, ନନ୍ଦ କିଶୋର, ବୋହୁ କନକ, ମଞ୍ଜୁଲତା, ଜ୍ୟୋତ୍ସ୍ନା, ସନ୍ଧ୍ୟାରାଣୀ, ପ୍ରୀତିଲତା, ସଂଯୁକ୍ତା, ନାତି ପଦ୍ମାସନ, ପରମବ୍ରହ୍ମ, ଅବିନାଶ, ଧନଞ୍ଜୟ, ମୃତ୍ୟୁଞ୍ଜୟ, ଅଂଶୁମାନ, ୍ରାୟୁସ୍ମାନ, ତାପସ, ସ୍ୱାଗତ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ । ସେ ଜଣେ ଧର୍ମପରାୟଣା, ପରୋପକାରୀ ଓ ମିଷ୍ଠଭାଷି ମହିଳା ଥିଲେ । ତାଙ୍କ ପରଲୋକରେ ସମଗ୍ର ମଠ ମୌଜାରେ ଗଭୀର ଶୋକ ପ୍ରକାଶ ପାଇଛି । ତାଙ୍କ ପରଲୋକ ଖବରପାଇ ଶାସଙ୍ଗ ପଞ୍ଚାୟତର ସରପଞ୍ଚ ବିମ୍ବାଧର ବିଶ୍ୱାଳ, ମାର୍କଣ୍ଡ ଚରଣ ଓଝା, ଦେବେନ୍ଦ୍ର କୁମାର ଜେନା, କିଶୋର ଆଚାର‌୍ୟ୍ୟ, ସୁରେନ୍ଦ୍ର କୁମାର ପାତ୍ର, ଶିଶିର କୁମାର ବିଶ୍ୱାଳ, ମାଧବାନନ୍ଦ ଜେନା, ନବକିଶୋର ବିଶ୍ୱାଳ, ଶାନ୍ତନୁ ରାଉତ, ସତ୍ୟବ୍ରତ ବିଶ୍ୱାଳ, ସୁବାସ ଚନ୍ଦ୍ର ଓଝା, ବୈଷ୍ଣବ ଚରଣ ପାଢ଼ୀ, ଆନନ୍ଦ ଚନ୍ଦ୍ର ଦାଶ, ରତ୍ନାକର ଦାଶ, ଛୁନିଆ ଦାଶ, ଜଗବନ୍ଧୁ ପାଢ଼ୀ, ପ୍ରଶାନ୍ତ କର, ସ୍ୱରୁପ କୁମାର ପାଢ଼ୀ, ବିଷ୍ଣୁ ଚରଣ ଦାଶ, ନବଘନ ନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ତାଙ୍କ ବାସଭବନରେ ପହଞ୍ଚି ଶେଷଦର୍ଶନ କରିଛନ୍ତି । ପରେ ତାଙ୍କ ମରଶାରୀରକୁ ଏକ େ।।ଭାଯାତ୍ରାରେ ନିଆଯାଇ ଶେଷକୃତ୍ତ୍ୟ ସମ୍ପର୍ଣ୍ଣ କରାଯାଇଥିଲା । ପୁଅ ରାଧାକୃଷ୍ଣ ମୁଖାଗ୍ନି ଦେଇଥିବାବେଳେ ମଠ ଓ ଗୋବିନ୍ଦପୁରାର ସମସ୍ତ ଗ୍ରାମବାସୀ ସଂସ୍କାର କାର‌୍ୟ୍ୟରେ ସାମିଲ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.