Home ଓଡ଼ିଶା ଦ୍ୱିତୀୟ ଦିନରେ ୬ ଜିଲା ପରିଷଦ, ୫୮୧ ୱାର୍ଡମେମ୍ବର, ୬୫ ସରପଞ୍ଚ ଓ ୫୫ଜଣ ସମିତିସଭ୍ୟ...

ଦ୍ୱିତୀୟ ଦିନରେ ୬ ଜିଲା ପରିଷଦ, ୫୮୧ ୱାର୍ଡମେମ୍ବର, ୬୫ ସରପଞ୍ଚ ଓ ୫୫ଜଣ ସମିତିସଭ୍ୟ ପଦ ପାଇଁ ଭରିଲେ ପ୍ରାର୍ଥୀପତ୍ର

37

ଭଦ୍ରକ, ୧୮ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଦ୍ୱିତୀୟ ଦିନରେ ୬ଜଣ ପ୍ରାର୍ଥୀ ଜିଲା ପରିଷଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତହିଁରୁ ୧ନଂ ଜୋନ ଲାଗି ପ୍ରିନସ ରାକେଶ ନାୟକ ଓ ୧୫ନଂ ଜୋନ ଲାଗି ପୂର୍ବତନ ବିଧାୟକ ପ୍ରଫୁଲ୍ଲ ଯେନା ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିଭଳି ୭ଟି ଯାକ ବ୍ଲକରେ ମୋଟ ୫୮୧ଜଣ ୱାର୍ଡମେମ୍ବର ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମୋଟ ୬୫ ଜଣ ସରପଞ୍ଚ ପଦ ପାଇଁ ୫୫ଜଣ ସମିତିସଭ୍ୟ ପାଇଁ ପ୍ରାର୍ଥୀପତ୍ର ଦାଖଳ କରିଛନ୍ତି। ଏହିଭଳି ମୋଟ ୭୦୭ଜଣ ପ୍ରାର୍ଥୀପତ୍ର ଦାଖଳ କରିଛନ୍ତି। ତହିଁରୁ ଭଦ୍ରକ ବ୍ଲକର ୱାର୍ଡମେମ୍ବର ପାଇଁ ୮୦ଜଣ, ସରପଞ୍ଚ ପାଇଁ ୪ଜଣ ଓ ସିମତିସଭ୍ୟ ପାଇଁ ୪ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.