Home Coronavirus Outbreak ଦେଶରେ ବଢ଼ୁଛି ‘ଓମିକ୍ରନ୍’ ମାମଲା: ମହାରାଷ୍ଟ୍ରରେ ସର୍ବାଧିକ ୫୪ ଟି ମାମଲା ସହିତ ଶୀର୍ଷରେ

ଦେଶରେ ବଢ଼ୁଛି ‘ଓମିକ୍ରନ୍’ ମାମଲା: ମହାରାଷ୍ଟ୍ରରେ ସର୍ବାଧିକ ୫୪ ଟି ମାମଲା ସହିତ ଶୀର୍ଷରେ

25

– ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (DDMA) ଆଜି ଏକ ସମୀକ୍ଷା ବୈଠକ କରିବ। ଏହି ବୈଠକରେ ଲେଫ୍ଟ ଗଭର୍ଣ୍ଣର ଅନିଲ ବୈଜଲ ଅଧ୍ୟକ୍ଷତା କରିବେ।

– ଭାରତର ଓମିକ୍ରନ୍ ମାମଲା ଗଣନା ୧୫୦ ମାର୍କ ଅତିକ୍ରମ କରିଛି। ବିଶେଷଜ୍ଞମାନଙ୍କର ବୁଷ୍ଟର ଡୋଜ୍ ରଣନୀତି ଘୋଷଣା କରିବାକୁ କେନ୍ଦ୍ରକୁ ପରାମର୍ଶ। ମହାରାଷ୍ଟ୍ରରେ ସର୍ବାଧିକ ୫୪ ଟି ମାମଲା ସହିତ ଶୀର୍ଷରେ ଅଛି।

– AIIMS ମୁଖ୍ୟ ଡଃ ଗୁଲେରିଆ ଓମିକ୍ରୋନ୍ ପାଇଁ ବାରତକୁ ସବୁ ପ୍ରକାରର ପ୍ରସ୍ତୁତ ରହିବାକୁ ଦେଇଛନ୍ତି ସତର୍କବାଣୀ।

– ମହାରାଷ୍ଟ୍ରରେ କରୋନା ଭାଇରସ୍‌ମହାମାରୀର ନୂଆ ଭାରିଆଣ୍ଟ ଓମିକ୍ରନ୍‌ରେ ପୁଣି ୬ ଜଣ ଲୋକ ସଂକ୍ରମିତ ହୋଇଛନ୍ତି। ଏଥି ସହିତ ଦେଶରେ ମୋଟ୍‌ ଓମିକ୍ରନ୍‌ ପଜିଟିଭ୍‌ ସଂଖ୍ୟା ୧୫୧କୁ ବୃଦ୍ଧି ପାଇଛି। କିନ୍ତୁ ମହାରାଷ୍ଟ୍ରରେ ସର୍ବାଧିକ ଓମିକ୍ରନ୍‌ ଚିହ୍ନଟ ହୋଇଛନ୍ତି। ଏହି ୬ ଜଣଙ୍କ ସହିତ ଦେଶରେ ଓମିକ୍ରନ୍‌ପଜିଟିଭଙ୍କ ସଂଖ୍ୟା ୫୪ରେ ପହଞ୍ଚିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.