Home କୋରାପୁଟ ଆତ୍ମସମର୍ପଣ କରିଥିବା ଦୁଇ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ

ଆତ୍ମସମର୍ପଣ କରିଥିବା ଦୁଇ ନକ୍ସଲଙ୍କୁ ଆର୍ଥିକ ସହାୟତା ପ୍ରଦାନ

152

କୋରାପୁଟ ୩୧-୦୭(ଓଡିଆ ପୁଅ /ରଂଜନ ଦାସ)କୋରାପୁଟ ପୋଲିସ ନିକଟରେ ଏସିଏମ କ୍ୟାଡର ନକ୍ସଲ ରାମେ ମାଡକାମି ଓ ତୁଲସି ହୁଲକା ଆତ୍ମସମର୍ପଣ କରିଥିଲେ । ରାଜ୍ୟ ସରକାରଙ୍କ ଆତ୍ମସମର୍ପଣ ଓ ଥଇଥାନ ଯୋଜନାରେ ଦୁଇଜଣଙ୍କୁ କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡିଛି ।ପ୍ରତ୍ୟେକଙ୍କୁ ୧ ଲକ୍ଷ ୪୮ ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିବା ଜଣାପଡିଛି ।ଟିଡିଆରରେ ୨ ଲକ୍ଷ ଟଙ୍କା ଲେଖାଏଁ ରହିଛି ସେମାନଙ୍କ ବ୍ୟବହାରକୁ ଦେଖି ୩ ବର୍ଷ ପରେ ଦିଆଯିବ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.