Home Coronavirus Outbreak ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ: ୨୨% ବୃଦ୍ଧି – ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୫୦...

ଦେଶରେ ପ୍ରବଳ ବଢ଼ିଲା ସଂକ୍ରମଣ: ୨୨% ବୃଦ୍ଧି – ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୫୦ ନୂଆ ଆକ୍ରାନ୍ତ ଚିହ୍ନଟ, ୧୨୩ ମୃତ

52

ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩୩,୭୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୫,୫୮୨ କୁ ବୃଦ୍ଧି ହୋଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୨,୯୫,୪୦୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧୦,୮୪୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୨୦% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୯,୨୨,୮୮୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୨୨୭୮୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୧,୮୯୩ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୨%

ଆରୋଗ୍ୟ ହୋଇଛନ୍ତି ୯୮.୨୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୪୫, ୬୮, ୮୯, ୩୦୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୨୩, ୩୦, ୭୦୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୮, ୦୯, ୫୦, ୪୭୬ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୮, ୭୮, ୯୯୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୪ ୭୫୯୦ ୧୨୯
ଆନ୍ଧ୍ରପ୍ରଦେଶ ୧୨୬୦ ୨୦୬୧୭୨୯ ୧୩୦ ୧୪୪୯୭
ଅରୁଣାଚଳ ପ୍ରଦେଶ ୧୬ ୫୫୦୪୫ ୨୮୨
ଆସାମ ୨୩୨୧ ୬୧୨୫୮୫ ୧୦୦ ୬୧୬୫
ବିହାର ୧୦୭୫ ୭୧୪୩୫୮ ୨୭ ୧୨୦୯୬
ଚଣ୍ଡିଗଡ଼ ୩୨୧ ୬୪୬୬୧ ୧୧ ୧୦୭୯
ଛତିଶଗଡ ୧୨୭୩ ୯୯୩୮୮୨ ୩୪ ୧୩୬୦୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୮୭
ଦିଲ୍ଲୀ ୮୩୯୭ ୧୪୨୦୬୧୫ ୧୧୫୬ ୨୫୧୦୯
୧୦ ଗୋଆ ୧୬୭୧ ୧୭୬୩୭୬ ୫୪ ୩୫୨୩
୧୧ ଗୁଜୁରାଟ ୪୭୫୩ ୮୧୮୮୯୬ ୧୪୧ ୧୦୧୨୦
୧୨ ହରିୟାଣା ୨୪୨୩ ୭୬୨୪୩୦ ୮୪ ୧୦୦୬୪
୧୩ ହିମାଚଳ ପ୍ରଦେଶ ୫୨୬ ୨୨୪୬୧୨ ୨୩ ୩୮୭୮
୧୪ ଜାମ୍ମୁ କାଶ୍ମୀର ୧୪୨୯ ୩୩୫୬୬୫ ୧୩୩ ୪୫୩୦
୧୫ ଝାଡଖଣ୍ଡ ୩୮୪୨ ୩୪୪୮୧୫ ୧୧୭ ୫୧୪୬
୧୬ କର୍ଣ୍ଣାଟକ ୧୦୩୨୧ ୨୯୬୦୮୯୦ ୨୭୫ ୩୮୩୪୬
୧୭ କେରଳ ୧୯୭୧୪ ୫୧୮୪୫୮୭ ୨୬୦୬ ୪୮୧୧୩ ୭୮
୧୮ ଲଦାଖ ୧୯୬ ୨୧୮୦୮ ୨୩ ୨୨୦
୧୯ ଲକ୍ଷଦୀପ ୧୦୩୬୫ ୫୧
୨୦ ମଧ୍ୟପ୍ରଦେଶ ୬୦୮ ୭୮୩୦୯୯ ୪୦ ୧୦୫୩୩
୨୧ ମହାରାଷ୍ଟ୍ର ୪୫୭୧୬ ୬୫୧୨୬୧୦ ୨୦୬୯ ୧୪୧୫୪୨
୨୨ ମଣିପୁର ୨୧୫ ୧୨୩୬୦୫ ୨୦୦୩
୨୩ ମେଘାଳୟ ୭୫ ୮୩୨୮୮ ୧୪୮୪
୨୪ ମିଜୋରାମ ୧୭୩୨ ୧୩୯୬୨୩ ୧୩୫ ୫୪୬
୨୫ ନାଗାଲାଣ୍ଡ ୬୦ ୩୧୪୪୦ ୭୦୨
୨୬ ଓଡ଼ିଶା ୧୯୮୪ ୧୦୪୫୧୦୯ ୧୪୭ ୮୪୬୩
୨୭ ପୁଡୁଚେରୀ ୧୫୦ ୧୨୭୪୯୬ ୧୩ ୧୮୮୧
୨୮ ପଞ୍ଜାବ ୧୩୬୯ ୫୮୭୪୯୨ ୫୨ ୧୬୬୪୮
୨୯ ରାଜସ୍ଥାନ ୧୫୭୨ ୯୪୬୩୪୭ ୩୦ ୮୯୬୪
୩୦ ସିକ୍କିମ୍ ୫୮ ୩୨୦୫୦ ୪୦୯
୩୧ ତାମିଲନାଡୁ ୯୩୦୪ ୨୭୦୫୦୩୪ ୬୨୪ ୩୬୭୯୦
୩୨ ତେଲେଙ୍ଗାନା ୩୭୭୯ ୬୭୪୬୮୦ ୨୨୭ ୪୦୩୦
୩୩ ତ୍ରିପୁରା ୧୧୯ ୮୪୧୭୨ ୮୨୯
୩୪ ଉତ୍ତରାଖଣ୍ଡ ୫୦୬ ୩୩୭୫୩୯ ୧୨୦ ୭୪୧୯
୩୫ ଉତ୍ତରପ୍ରଦେଶ ୧୭୨୫ ୧୬୮୭୮୯୬ ୩୭ ୨୨୯୧୬
୩୬ ପଶ୍ଚିମବଙ୍ଗ ୧୭୦୩୮ ୧୬୧୨୩୩୧ ୨୪୦୭ ୧୯୭୮୧
ମୋଟ ୧୪୫୫୮୨ ୩୪୨୯୫୪୦୭ ୧୦୮୪୬ ୪୮୧୮୯୩ ୧୨୩

 

ରାଜ୍ୟ ବିଷୟରେ ଦେଖିବାକୁ ଗଲେ ରାଜ୍ୟରେ ମଧ୍ୟ ସଂକ୍ରମଣ ବଢ଼ିଛି।

ରାଜ୍ୟରେ ଆଜି ୪୨୪ ନୂଆ ଆକ୍ରାନ୍ତ ଚିହ୍ନଟ।
ନୂଆ ଆକ୍ରାନ୍ତ: ୪୨୪
୦-୧୮ ବର୍ଷର : ୪୭
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୨୪୬
– ସ୍ଥାନୀୟ ଅଞ୍ଚଳରୁ୧୭୮
୧- ବାଲେଶ୍ୱର ଜିଲ୍ଲାରୁ – ୨୯
୨- ବରଗଡ଼ ଜିଲ୍ଲାରୁ – ୫
୩- ଭଦ୍ରକ ଜିଲ୍ଲାରୁ – ୧
୪- ବଲାଙ୍ଗୀର ଜିଲ୍ଲାରୁ – ୬
୫- କଟକ ଜିଲ୍ଲାରୁ – ୬୬
୬- ଦେବଗଡ଼ ଜିଲ୍ଲାରୁ – ୪
୭- ଢେଙ୍କାନାଳ ଜିଲ୍ଲାରୁ – ୬
୮- ଗଞ୍ଜାମ ଜିଲ୍ଲାରୁ – ୩
୯- ଜଗତସିଂହପୁର ଜିଲ୍ଲାରୁ – ୮
୧୦- ଯାଜପୁର ଜିଲ୍ଲାରୁ – ୬
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୧୪
୧୨- କଳାହାଣ୍ଡି ଜିଲ୍ଲାରୁ – ୨
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨
୧୪- କେନ୍ଦୁଝର ଜିଲ୍ଲାରୁ – ୧
୧୫- ଖୋର୍ଦ୍ଧାରୁ : ୧୫୧
୧୬- କୋରାପୁଟ ଜିଲ୍ଲାରୁ – ୩
୧୭- ମାଲକାନଗିରି : ୨
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୪
୧୯- ନବରଙ୍ଗପୁର ଜିଲ୍ଲାରେ: ୫
୨୦- ନୟାଗଡ଼ ଜିଲ୍ଲାରୁ – ୫
୨୧- ପୁରୀ ଜିଲ୍ଲାରୁ – ୧୨
୨୨- ରାୟଗଡ଼ା ଜିଲ୍ଲାରୁ – ୨
୨୩- ସମ୍ବଲପୁର ଜିଲ୍ଲାରୁ – ୨୨
୨୪- ସୋନପୁର ଜିଲ୍ଲାରୁ – ୭
୨୫- ସୁନ୍ଦରଗଡ଼ ଜିଲ୍ଲାରୁ – ୨୭
୨୬- State Pool: ୩୧
– ନୂଆ ସୁସ୍ଥ ହୋଇଥିଲେ୧୪୭
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୨୫୭୦୧୦୭୪
– ମୋଟ ଆକ୍ରାନ୍ତ ୧୦୫୫୯୮୦
– ମୋଟ ସୁସ୍ଛ ହୋଲେଣି ୧୦୪୫୧୦୯
– ସକ୍ରୀୟ ଆକ୍ରାନ୍ତ – ୨୩୫୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.