Home Coronavirus Outbreak ଦେଶରେ ପୁଣି ୩ ଲକ୍ଷ ପାର କଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭,୭୦୪...

ଦେଶରେ ପୁଣି ୩ ଲକ୍ଷ ପାର କଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭,୭୦୪ ନୂଆ ଆକ୍ରାନ୍ତ ଚିହ୍ନଟ, ୪୮୮ ମୃତ

24

ନୂଆ ଦିଲ୍ଲୀ ୨୨-୧ (ଓଡ଼ିଆ ପୁଅ) ଦେଶରେ ପୁଣି ୩ଲକ୍ଷ ପାର କଲା ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୩,୩୭,୭୦୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

୧୦, ୦୫୦ ସମୁଦାୟ ଓମିକ୍ରନ୍ ମାମଲା ଏପର୍ଯ୍ୟନ୍ତ ଚିହ୍ନଟ ହୋଇଛି; ଗତକାଲି ଠାରୁ ୩.୬୯% ବୃଦ୍ଧି।

ଦୈନିକ ସକରାତ୍ମକତା ହାର (୧୭.୨୨%)

ସାପ୍ତାହିକ ସକରାତ୍ମକତା ହାର (୧୬.୬୫%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୧,୧୩,୩୬୫ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୫.୪୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୬୩,୦୧,୪୮୨ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୪୨,୬୭୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୩୧% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୮୯,୦୩,୭୩୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୯୪,୫୪୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୮୮ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୮୮,୮୮୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୫.୪୩%

ଆରୋଗ୍ୟ ହୋଇଛନ୍ତି ୯୩.୩୧%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୧, ୧୬, ୬୦, ୦୭୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୭, ୪୯, ୭୪୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୧, ୩୪, ୯୯, ୮୯୨ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୯, ୬୦, ୯୫୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୫୧୬ ୮୫୧୯ ୮୦ ୧୨୯
ଆନ୍ଧ୍ରପ୍ରଦେଶ ୬୪୧୩୬ ୨୦୭୪୬୦୦ ୨୯୪୨ ୧୪୫୩୨
ଅରୁଣାଚଳ ପ୍ରଦେଶ ୨୬୬୦ ୫୫୮୬୧ ୧୩୨ ୨୮୨
ଆସାମ ୪୬୩୬୮ ୬୩୨୩୧୧ ୨୯୭୯ ୬୨୭୫ ୧୫
ବିହାର ୨୨୭୭୬ ୭୭୦୮୦୨ ୬୮୯୬ ୧୨୧୭୩ ୧୧
ଚଣ୍ଡିଗଡ଼ ୯୨୬୦ ୭୩୩୭୮ ୧୮୩୨ ୧୦୯୭
ଛତିଶଗଡ ୩୦୭୫୬ ୧୦୪୧୭୪୬ ୬୦୦୧ ୧୩୭୦୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୪୪ ୧୦୮୯୬ ୩୩
ଦିଲ୍ଲୀ ୬୧୯୫୪ ୧୬୮୩୫୩୩ ୧୭୪୯୪ ୨୫୫୪୧ ୩୮
୧୦ ଗୋଆ ୨୧୯୭୪ ୧୯୯୫୯୭ ୩୧୪୫ ୩୫୯୪
୧୧ ଗୁଜୁରାଟ ୧୧୬୮୪୩ ୮୯୫୭୩୦ ୯୨୫୪ ୧୦୨୧୫ ୧୬
୧୨ ହରିୟାଣା ୬୨୦୩୯ ୮୨୦୩୫୭ ୯୨୪୭ ୧୦୧୫୪ ୧୨
୧୩ ହିମାଚଳ ପ୍ରଦେଶ ୧୭୦୭୧ ୨୩୬୩୫୪ ୧୪୭୮ ୩୯୨୫
୧୪ ଜାମ୍ମୁ କାଶ୍ମୀର ୩୪୮୮୨ ୩୪୪୯୦୮ ୧୮୭୭ ୪୫୯୧
୧୫ ଝାଡଖଣ୍ଡ ୨୩୭୭୦ ୩୮୮୩୮୯ ୩୮୧୪ ୫୨୪୪
୧୬ କର୍ଣ୍ଣାଟକ ୩୨୩୧୭୩ ୩୦୬୩୨୯୨ ୧୮୧୧୫ ୩୮୫୩୭ ୨୨
୧୭ କେରଳ ୨୨୪୨୫୮ ୫୨୭୬୬୪୭ ୧୭୦୫୩ ୫୧୬୦୭ ୧୦୬
୧୮ ଲଦାଖ ୧୧୦୧ ୨୨୮୯୦ ୧୨୫ ୨୨୨
୧୯ ଲକ୍ଷଦୀପ ୨୩୯ ୧୦୪୧୨ ୨୫ ୫୧
୨୦ ମଧ୍ୟପ୍ରଦେଶ ୫୫୦୮୫ ୮୦୫୯୯୦ ୪୨୫୫ ୧୦୫୫୭
୨୧ ମହାରାଷ୍ଟ୍ର ୨୬୮୧୮୧ ୭୦୦୯୮୨୩ ୪୨୩୯୧ ୧୪୨୦୨୩ ୫୨
୨୨ ମଣିପୁର ୨୮୬୦ ୧୨୪୩୭୮ ୧୦୦ ୨୦୧୯
୨୩ ମେଘାଳୟ ୧୭୮୨ ୮୪୪୫୮ ୧୭୭ ୧୪୯୫
୨୪ ମିଜୋରାମ ୯୬୦୮ ୧୪୮୧୮୨ ୮୫୨ ୫୭୮
୨୫ ନାଗାଲାଣ୍ଡ ୬୦୨ ୩୨୦୫୦ ୬୪ ୭୦୫
୨୬ ଓଡ଼ିଶା ୭୯୩୬୫ ୧୦୯୯୪୨୩ ୧୦୩୯୦ ୮୫୦୭
୨୭ ପୁଡୁଚେରୀ ୧୪୧୨୨ ୧୩୧୮୫୦ ୧୪୫୮ ୧୮୯୮
୨୮ ପଞ୍ଜାବ ୪୮୧୮୩ ୬୩୫୧୨୬ ୬୮୮୨ ୧୬୯୧୩ ୩୧
୨୯ ରାଜସ୍ଥାନ ୮୪୭୮୭ ୧୦୦୭୧୧୫ ୧୦୧୭୫ ୯୦୫୯ ୧୫
୩୦ ସିକ୍କିମ୍ ୨୪୫୭ ୩୩୫୪୫ ୩୦୩ ୪୧୯
୩୧ ତାମିଲନାଡୁ ୧୮୭୩୫୮ ୨୮୪୮୧୬୩ ୨୧୬୮୪ ୩୭୧୪୫ ୩୩
୩୨ ତେଲେଙ୍ଗାନା ୨୯୧୨୭ ୬୯୩୬୨୩ ୧୯୨୦ ୪୦୬୯
୩୩ ତ୍ରିପୁରା ୮୧୯୬ ୮୮୩୧୬ ୫୩୦ ୮୬୪
୩୪ ଉତ୍ତରାଖଣ୍ଡ ୨୬୯୫୦ ୩୫୭୪୯୭ ୨୨୬୧ ୭୪୬୮
୩୫ ଉତ୍ତରପ୍ରଦେଶ ୯୫୮୬୬ ୧୭୯୭୭୨୮ ୧୭୬୦୦ ୨୩୦୨୨ ୨୨
୩୬ ପଶ୍ଚିମବଙ୍ଗ ୧୩୪୮୧୬ ୧୭୯୩୯୯୩ ୧୯୧୧୨ ୨୦୨୬୫ ୩୫
ମୋଟ ୨୧୧୩୩୬୫ ୩୬୩୦୧୪୮୨ ୨୪୨୬୭୬ ୪୮୮୮୮୪ ୪୮୮

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.