Home Coronavirus Outbreak ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୦୬୭ ନୂଆ...

ଦେଶରେ ପୁଣି ବଢ଼ିଲା କରୋନା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨,୦୬୭ ନୂଆ ଆକ୍ରାନ୍ତ ଚିହ୍ନଟ, ୪୦ ମୃତ

45

ନୂଆ ଦିଲ୍ଲୀ ୨୦-୪ (ଓଡ଼ିଆ ପୁଅ) ଦେଶରେ ବଢ଼ିଲା କରୋନା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୦୬୭ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୨,୩୪୦ କୁ ବୃଦ୍ଧି ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୧୩,୨୪୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୪୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୬% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୪୭,୫୯୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି ୪୮୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୦ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୨,୦୦୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୬, ୯୦, ୫୬, ୬୦୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୭, ୨୩, ୭୩୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୫ ୧୨୯
ଆନ୍ଧ୍ରପ୍ରଦେଶ ୩୮ ୨୩୦୪୮୮୩ ୧୦ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୯୭ ୨୯୬
ଆସାମ ୧୩୫୧ ୭୧୬୨୧୨ ୬୬୩୯
ବିହାର ୧୪ ୮୧୮୨୩୯ ୧୨୨୫୬
ଚଣ୍ଡିଗଡ଼ ୨୧ ୯୦୭୮୧ ୧୧୬୫
ଛତିଶଗଡ ୧୧୩୮୧୭୮ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୧୯୪୭ ୧୮୪୧୫୭୬ ୪୧୪ ୨୬୧୬୦
୧୦ ଗୋଆ ୧୯ ୨୪୧୫୧୬ ୩୮୩୨
୧୧ ଗୁଜୁରାଟ ୯୧ ୧୨୧୩୧୪୯ ୨୨ ୧୦୯୪୨
୧୨ ହରିୟାଣା ୧୧୨୫ ୯୭୫୭୩୬ ୧୨୧ ୧୦୬୧୮
୧୩ ହିମାଚଳ ପ୍ରଦେଶ ୬୩ ୨୮୦୫୧୫ ୧୪ ୪୧୩୪
୧୪ ଜାମ୍ମୁ କାଶ୍ମୀର ୬୪ ୪୪୯୧୪୦ ୧୨ ୪୭୫୧
୧୫ ଝାଡଖଣ୍ଡ ୧୪ ୪୨୯୮୫୬ ୫୩୧୫
୧୬ କର୍ଣ୍ଣାଟକ ୧୫୨୯ ୩୯୦୪୮୯୮ ୪୮ ୪୦୦୫୭
୧୭ କେରଳ ୨୪୩୨ ୬୪୬୬୭୬୮ ୪୮୮ ୬୮୬୪୯ ୩୪
୧୮ ଲଦାଖ ୨୮୦୦୬ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୪୮ ୧୦୩୦୪୭୭ ୧୦୭୩୫
୨୧ ମହାରାଷ୍ଟ୍ର ୬୬୦ ୭୭୨୭୫୫୧ ୧୦୮ ୧୪୭୮୩୦
୨୨ ମଣିପୁର ୫୫ ୧୩୫୦୨୬ ୨୧୨୦
୨୩ ମେଘାଳୟ ୯୨୧୯୩ ୧୫୯୩
୨୪ ମିଜୋରାମ ୫୮୫ ୨୨୫୧୧୮ ୯୮ ୬୯୩
୨୫ ନାଗାଲାଣ୍ଡ ୩୪୭୨୦ ୭୬୦
୨୬ ଓଡ଼ିଶା ୧୫୬ ୧୨୭୮୬୭୨ ୨୦ ୯୧୨୩
୨୭ ପୁଡୁଚେରୀ ୧୬୩୮୧୨ ୧୯୬୨
୨୮ ପଞ୍ଜାବ ୯୦ ୭୪୧୪୭୧ ୧୭୭୪୩
୨୯ ରାଜସ୍ଥାନ ୧୧୩ ୧୨୭୩୫୬୧ ୧୫ ୯୫୫୨
୩୦ ସିକ୍କିମ୍ ୩୮୬୯୩ ୪୫୨
୩୧ ତାମିଲନାଡୁ ୨୩୫ ୩୪୧୫୦୬୦ ୨୭ ୩୮୦୨୫
୩୨ ତେଲେଙ୍ଗାନା ୧୮୭ ୭୮୭୩୭୪ ୨୪ ୪୧୧୧
୩୩ ତ୍ରିପୁରା ୯୯୯୫୬ ୯୨୨
୩୪ ଉତ୍ତରାଖଣ୍ଡ ୩୯୮ ୪୨୯୨୫୩ ୭୬୯୨
୩୫ ଉତ୍ତରପ୍ରଦେଶ ୭୯୮ ୨୦୪୭୫୯୫ ୫୫ ୨୩୫୦୨
୩୬ ପଶ୍ଚିମବଙ୍ଗ ୨୭୨ ୧୯୯୬୩୭୪ ୪୧ ୨୧୨୦୦
ମୋଟ ୧୨୩୪୦ ୪୨୫୧୩୨୪୮ ୧୫୪୭ ୫୨୨୦୦୬ ୪୦

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.