Home ଓଡ଼ିଶା କଣ୍ଟାମାଳରୁ ଗଞ୍ଜେଇ ଜବତ, ୨ ଗିରଫ ଓଡ଼ିଶାଜିଲ୍ଲା ପରିକ୍ରମାବୌଦ୍ଧ କଣ୍ଟାମାଳରୁ ଗଞ୍ଜେଇ ଜବତ, ୨ ଗିରଫ By Bureau - April 20, 2022 57 0 0 0 0ବୌଦ୍ଧ ୨୦-୪ (ଓଡ଼ିଆ ପୁଅ) ମଙ୍ଗଳବାରଦିନ ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସ୍ ୨୫.୨୦୦ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି। ଗଞ୍ଜେଇ ଜବତ ହେବା ସହିତ ଗୋଟିଏ ମୋବାଇଲ ସହିତ ଗୋଟିଏ ସ୍ୱିଫ୍ଟ ଡିଜାୟାର କାର ଜବତ କରିଛି ପୋଲିସ୍। ଏହି ମାମଲାରେ ଦୁଇ ଜଣ ଗିରଫ ହୋଇଛନ୍ତି। ଏ ନେଇ ଜିଲ୍ଲା ପୋଲିସ୍ ସୂଚନା ଦେଇଛି। Tweet 0 0 0 0