Home Coronavirus Outbreak ଦେଶରେ ପୁଣି କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୭୧,୩୬୫...

ଦେଶରେ ପୁଣି କମିଲା ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟା : ଗତ ୨୪ ଘଣ୍ଟା ମଧ୍ୟରେ ୭୧,୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ, ୧୨୧୭ ମୃତ

44

ନୂଆ ଦିଲ୍ଲୀ ୯-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭୧.୩୬୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଦୈନିକ ସକରାତ୍ମକତା ହାର (୪.୫୪%)

ସାପ୍ତାହିକ ସକରାତ୍ମକତା ହାର (୭.୫୭%)

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮,୯୨,୮୨୮ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୨.୧୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୦,୧୨,୮୬୯ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୭୨,୨୧୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୭୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୪,୧୦,୯୭୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୦୨,୦୬୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୧୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୫୨,୭୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୨.୧୧%

ଆରୋଗ୍ୟ ହୋଇଛନ୍ତି ୯୬.୭୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୦, ୮୭, ୦୬, ୭୦୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୩, ୬୧, ୦୯୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୪, ୪୬, ୮୪, ୭୫୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୭୧, ୭୨୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୭୮ ୯୬୩୬ ୩୨ ୧୨୯
ଆନ୍ଧ୍ରପ୍ରଦେଶ ୫୪୦୪୦ ୨୨୩୮୨୨୬ ୧୦୨୪୧ ୧୪୬୭୭
ଅରୁଣାଚଳ ପ୍ରଦେଶ ୧୨୫୪ ୬୨୧୭୮ ୨୯୪ ୨୯୨
ଆସାମ ୭୬୧୨ ୭୦୮୧୭୭ ୧୨୪୬ ୬୫୭୯
ବିହାର ୨୦୨୪ ୮୧୩୫୫୩ ୬୦୦ ୧୨୨୪୩
ଚଣ୍ଡିଗଡ଼ ୧୨୫୨ ୮୮୫୦୧ ୧୫୪ ୧୧୪୩
ଛତିଶଗଡ ୧୧୪୨୬ ୧୧୧୬୩୮୦ ୩୫୭୦ ୧୩୯୬୧ ୧୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୮୮ ୧୧୩୧୨
ଦିଲ୍ଲୀ ୬୯୦୮ ୧୮୧୩୨୮୦ ୨୦୭୯ ୨୬୦୧୦ ୧୨
୧୦ ଗୋଆ ୩୯୩୦ ୨୩୫୪୪୪ ୯୧୦ ୩୭୫୪
୧୧ ଗୁଜୁରାଟ ୩୩୬୩୧ ୧୧୬୧୩୦୫ ୭୪୮୭ ୧୦୭୧୬ ୨୮
୧୨ ହରିୟାଣା ୧୦୨୨୨ ୯୪୬୭୪୨ ୨୮୬୬ ୧୦୪୩୩ ୧୭
୧୩ ହିମାଚଳ ପ୍ରଦେଶ ୪୮୧୨ ୨୬୯୧୨୬ ୧୩୭୨ ୪୦୬୦
୧୪ ଜାମ୍ମୁ କାଶ୍ମୀର ୧୨୩୫୮ ୪୩୧୦୧୯ ୩୩୩୦ ୪୭୨୮
୧୫ ଝାଡଖଣ୍ଡ ୨୨୭୨ ୪୨୪୫୮୩ ୪୧୨ ୫୩୧୪
୧୬ କର୍ଣ୍ଣାଟକ ୭୨୪୪୮ ୩୭୯୪୮୬୬ ୧୯୦୬୭ ୩୯୪୪୭ ୫୧
୧୭ କେରଳ ୨୮୪୪୩୭ ୫୯୭୯୦୦୨ ୪୬୩୯୩ ୫୯୯୩୯ ୮୨୪
୧୮ ଲଦାଖ ୭୭୩ ୨୬୦୬୩ ୧୭୯ ୨୨୬
୧୯ ଲକ୍ଷଦୀପ ୧୪୪ ୧୧୦୬୩ ୨୨ ୫୨
୨୦ ମଧ୍ୟପ୍ରଦେଶ ୩୭୧୪୩ ୯୬୪୯୭୦ ୬୫୨୭ ୧୦୬୬୮
୨୧ ମହାରାଷ୍ଟ୍ର ୧୦୦୦୧୯ ୭୫୭୩୦୬୯ ୧୬୦୩୫ ୧୪୩୧୫୫ ୫୭
୨୨ ମଣିପୁର ୩୬୦୪ ୧୨୯୪୯୪ ୨୦୯ ୨୦୭୨
୨୩ ମେଘାଳୟ ୧୨୦୮ ୮୯୭୬୧ ୨୮୫ ୧୫୫୨
୨୪ ମିଜୋରାମ ୧୩୩୮୫ ୧୭୫୯୦୪ ୨୪୦୯ ୬୨୬
୨୫ ନାଗାଲାଣ୍ଡ ୬୬୮ ୩୩୫୭୧ ୮୧ ୭୪୭
୨୬ ଓଡ଼ିଶା ୧୬୦୧୦ ୧୨୪୫୦୨୬ ୩୪୨୯ ୮୭୭୫ ୨୧
୨୭ ପୁଡୁଚେରୀ ୩୪୨୮ ୧୫୯୧୮୧ ୪୪୪ ୧୯୫୩
୨୮ ପଞ୍ଜାବ ୭୪୫୧ ୭୨୮୧୭୮ ୧୭୬୨ ୧୭୪୯୫ ୨୬
୨୯ ରାଜସ୍ଥାନ ୩୭୨୭୮ ୧୨୦୪୨୦୬ ୬୯୯୭ ୯୪୦୭ ୧୬
୩୦ ସିକ୍କିମ୍ ୫୬୮ ୩୭୭୭୯ ୪୫ ୪୩୭
୩୧ ତାମିଲନାଡୁ ୯୦୧୩୭ ୩୨୯୨୫୫୯ ୨୦୨୩୭ ୩୭୮୦୯ ୩୭
୩୨ ତେଲେଙ୍ଗାନା ୨୧୪୭୦ ୭୫୪୩୯୯ ୩୫୯୦ ୪୧୦୨
୩୩ ତ୍ରିପୁରା ୫୩୫ ୯୯୨୬୧ ୭୯ ୯୧୯
୩୪ ଉତ୍ତରାଖଣ୍ଡ ୧୦୯୨୬ ୪୧୨୩୮୧ ୨୮୦୭ ୭୬୨୮
୩୫ ଉତ୍ତରପ୍ରଦେଶ ୨୩୧୮୦ ୨୦୦୨୩୧୮ ୫୪୫୩ ୨୩୩୪୩ ୧୩
୩୬ ପଶ୍ଚିମବଙ୍ଗ ୧୬୦୦୯ ୧୯୭୦୩୫୬ ୧୫୫୯ ୨୦୮୮୪ ୩୨
ମୋଟ ୮୯୨୮୨୮ ୪୧୦୧୨୮୬୯ ୧୭୨୨୧୧ ୫୦୫୨୭୯ ୧୨୧୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.