Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୨...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୨ ମୃତ

65

ନୂଆ ଦିଲ୍ଲୀ ୨୫-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୩,୧୬୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୪,୨୩୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୧% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୨,୪୬,୮୮୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୬,୯୮୮ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୯% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮,୯୪,୩୪୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୪,୧୨୪ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୩,୨୨୬ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୧%

ଆରୋଗ୍ୟ ହୋଇଛନ୍ତି ୯୮.୪୯%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୬, ୮୬, ୮୯, ୨୬୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୨, ୦୪, ୪୨୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୮ ୯୮୬୮   ୧୨୯
ଆନ୍ଧ୍ରପ୍ରଦେଶ ୪୯୨୭ ୨୨୯୭୫୩୭ ୪୭୨  ୧୪୭୨୦
ଅରୁଣାଚଳ ପ୍ରଦେଶ ୨୨୧ ୬୩୮୬୯ ୩୨  ୨୯୬
ଆସାମ ୧୬୬୬ ୭୧୫୭୬୭ ୫୭  ୬୬୩୭
ବିହାର ୩୮୦ ୮୧୭୨୬୯ ୧୦୦  ୧୨୨୫୫
ଚଣ୍ଡିଗଡ଼ ୧୭୬ ୯୦୩୨୫ ୩୫  ୧୧୬୪
ଛତିଶଗଡ ୨୦୬୧ ୧୧୩୪୨୩୯ ୪୬୦  ୧୪୦୨୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୧
ଦିଲ୍ଲୀ ୨୨୭୬ ୧୮୨୯୭୬୩ ୬୧୮  ୨୬୧୧୫
୧୦ ଗୋଆ ୪୦୭ ୨୪୦୭୦୧ ୯୪  ୩୭୯୮
୧୧ ଗୁଜୁରାଟ ୨୯୪୨ ୧୨୦୮୦୧୩ ୭୨୯  ୧୦୯୧୯
୧୨ ହରିୟାଣା ୨୫୦୦ ୯୬୭୩୧୩ ୬୯୦  ୧୦୫୪୭
୧୩ ହିମାଚଳ ପ୍ରଦେଶ ୧୪୭୧ ୨୭୭୩୪୦ ୨୯୪  ୪୧୧୩
୧୪ ଜାମ୍ମୁ କାଶ୍ମୀର ୧୦୮୭ ୪୪୬୮୮୭ ୩୫୩  ୪୭୪୮
୧୫ ଝାଡଖଣ୍ଡ ୫୫୩ ୪୨୮୩୫୧ ୭୫  ୫୩୧୫
୧୬ କର୍ଣ୍ଣାଟକ ୮୨୯୨ ୩୮୯୧୧୧୦ ୧୬୯୨  ୩୯୮୮୫ ୧୯
୧୭ କେରଳ ୪୨୪୭୩ ୬୩୮୦୫୬୧ ୯୫୩୧  ୬୪୮୦୩ ୨୧୨
୧୮ ଲଦାଖ ୨୪୮ ୨୭୪୭୧ ୫୫  ୨୨୮
୧୯ ଲକ୍ଷଦୀପ ୨୨ ୧୧୩୨୩ ୧୦  ୫୨
୨୦ ମଧ୍ୟପ୍ରଦେଶ ୫୧୭୦ ୧୦୨୧୨୭୨ ୧୧୨୪  ୧୦୭୨୪
୨୧ ମହାରାଷ୍ଟ୍ର ୧୪୨୪୨ ୭୭୦୪୭୩୩ ୨୫୧୬  ୧୪୩୬୭୫ ୧୯
୨୨ ମଣିପୁର ୫୬୩ ୧୩୩୯୮୬ ୫୭  ୨୧୦୫
୨୩ ମେଘାଳୟ ୨୨୧ ୯୧୫୯୩ ୪୫  ୧୫୭୩
୨୪ ମିଜୋରାମ ୮୪୦୯ ୨୦୨୨୪୯ ୧୩୮୨  ୬୫୨
୨୫ ନାଗାଲାଣ୍ଡ ୧୫୨ ୩୪୪୮୪ ୪୨  ୭୫୪
୨୬ ଓଡ଼ିଶା ୩୦୯୦ ୧୨୭୧୮୪୩ ୮୨୫  ୯୦୪୫
୨୭ ପୁଡୁଚେରୀ ୨୨୭ ୧୬୩୪୮୯ ୫୨  ୧୯୬୦
୨୮ ପଞ୍ଜାବ ୮୯୯ ୭୩୯୧୪୬ ୧୯୪  ୧୭୬୯୪
୨୯ ରାଜସ୍ଥାନ ୬୫୯୬ ୧୨୬୧୫୭୧ ୧୧୧୩  ୯୫୩୫
୩୦ ସିକ୍କିମ୍ ୮୧ ୩୮୫୨୮ ୧୫  ୪୪୨
୩୧ ତାମିଲନାଡୁ ୯୪୪୦ ୩୪୦୦୧୪୪ ୧୯୧୩  ୩୭୯୯୭
୩୨ ତେଲେଙ୍ଗାନା ୪୦୯୨ ୭୭୯୮୯୩ ୬୧୪  ୪୧୧୧
୩୩ ତ୍ରିପୁରା ୪୫ ୯୯୮୯୪ ୧୦  ୯୧୯
୩୪ ଉତ୍ତରାଖଣ୍ଡ ୨୩୫୭ ୪୨୫୭୮୫ ୨୪୦  ୭୬୭୮
୩୫ ଉତ୍ତରପ୍ରଦେଶ ୪୭୬୬ ୨୦୩୮୧୫୬ ୮୧୭  ୨୩୪୪୬
୩୬ ପଶ୍ଚିମବଙ୍ଗ ୨୧୬୨ ୧୯୯୦୯୮୦ ୭୨୬  ୨୧୧୬୫
ମୋଟ ୧୩୪୨୩୫ ୪୨୨୪୬୮୮୪ ୨୬୯୮୮  ୫୧୩୨୨୬ ୩୦୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.