Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୨...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ, ୩୦୨ ମୃତ

31

ନୂଆ ଦିଲ୍ଲୀ ୨୪-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୪,୧୪୮ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୪୮,୩୫୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୩୫% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୨,୧୯,୮୯୬ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୦,୦୦୯ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୪୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮,୮୧,୧୭୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୬,୧୬୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୦୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୨,୯୨୪ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୩୫%

ଆରୋଗ୍ୟ ହୋଇଛନ୍ତି ୯୮.୪୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୬, ୫୨, ୩୧, ୩୮୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୦, ୪୯, ୯୮୮

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୬, ୩୫, ୬୯, ୧୬୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୧, ୫୫, ୧୪୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୨୪ ୯୮୬୨ ୧୨୯
ଆନ୍ଧ୍ରପ୍ରଦେଶ ୫୧୮୧ ୨୨୯୭୦୬୫ ୬୩୫ ୧୪୭୧୮
ଅରୁଣାଚଳ ପ୍ରଦେଶ ୨୩୯ ୬୩୮୩୭ ୩୮ ୨୯୬
ଆସାମ ୧୬୯୧ ୭୧୫୭୧୦ ୯୫ ୬୬୩୭
ବିହାର ୪୩୨ ୮୧୭୧୬୯ ୧୨୯ ୧୨୨୫୫
ଚଣ୍ଡିଗଡ଼ ୧୭୯ ୯୦୨୯୦ ୫୬ ୧୧୬୪
ଛତିଶଗଡ ୨୨୮୯ ୧୧୩୩୭୭୯ ୫୨୬ ୧୪୦୨୨
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୧
ଦିଲ୍ଲୀ ୨୩୪୪ ୧୮୨୯୧୪୫ ୬୦୩ ୨୬୧୦୯
୧୦ ଗୋଆ ୪୫୭ ୨୪୦୬୦୭ ୧୧୮ ୩୭୯୭
୧୧ ଗୁଜୁରାଟ ୩୩୮୬ ୧୨୦୭୨୮୪ ୮୩୯ ୧୦୯୧୧
୧୨ ହରିୟାଣା ୨୭୦୧ ୯୬୬୬୨୩ ୬୫୪ ୧୦୫୩୯
୧୩ ହିମାଚଳ ପ୍ରଦେଶ ୧୫୭୦ ୨୭୭୦୪୬ ୧୪୧ ୪୧୧୨
୧୪ ଜାମ୍ମୁ କାଶ୍ମୀର ୧୩୬୫ ୪୪୬୫୩୪ ୧୮୨ ୪୭୪୮
୧୫ ଝାଡଖଣ୍ଡ ୫୬୬ ୪୨୮୨୭୬ ୧୦୧ ୫୩୧୫
୧୬ କର୍ଣ୍ଣାଟକ ୯୪୧୫ ୩୮୮୯୪୧୮ ୧୬୭୪ ୩୯୮୬୬ ୨୧
୧୭ କେରଳ ୪୮୧୫୨ ୬୩୭୧୦୩୦ ୧୧୦୭୭ ୬୪୫୯୧ ୧୮୮
୧୮ ଲଦାଖ ୨୮୪ ୨୭୪୧୬ ୪୭ ୨୨୮
୧୯ ଲକ୍ଷଦୀପ ୩୨ ୧୧୩୧୩ ୫୨
୨୦ ମଧ୍ୟପ୍ରଦେଶ ୫୬୨୯ ୧୦୨୦୧୪୮ ୧୨୩୧ ୧୦୭୨୧
୨୧ ମହାରାଷ୍ଟ୍ର ୧୫୫୯୫ ୭୭୦୨୨୧୭ ୨୫୯୪ ୧୪୩୬୫୬ ୨୩
୨୨ ମଣିପୁର ୫୬୫ ୧୩୩୯୨୯ ୮୧ ୨୧୦୪
୨୩ ମେଘାଳୟ ୨୫୦ ୯୧୫୪୮ ୬୬ ୧୫୭୩
୨୪ ମିଜୋରାମ ୮୭୩୬ ୨୦୦୮୬୭ ୧୪୭୩ ୬୫୦
୨୫ ନାଗାଲାଣ୍ଡ ୧୮୫ ୩୪୪୪୨ ୨୯ ୭୫୪
୨୬ ଓଡ଼ିଶା ୩୫୭୬ ୧୨୭୧୦୧୮ ୭୯୭ ୯୦୪୫
୨୭ ପୁଡୁଚେରୀ ୨୬୧ ୧୬୩୪୩୭ ୭୨ ୧୯୬୦
୨୮ ପଞ୍ଜାବ ୯୯୧ ୭୩୮୯୫୨ ୨୮୬ ୧୭୬୯୨
୨୯ ରାଜସ୍ଥାନ ୬୭୬୭ ୧୨୬୦୪୫୮ ୧୫୧୭ ୯୫୩୩
୩୦ ସିକ୍କିମ୍ ୯୩ ୩୮୫୧୩ ୨୪ ୪୪୧
୩୧ ତାମିଲନାଡୁ ୧୦୭୮୨ ୩୩୯୮୨୩୧ ୨୧୫୩ ୩୭୯୯୩
୩୨ ତେଲେଙ୍ଗାନା ୪୩୯୬ ୭୭୯୨୭୯ ୪୨୯ ୪୧୧୦
୩୩ ତ୍ରିପୁରା ୫୩ ୯୯୮୮୪ ୯୧୯
୩୪ ଉତ୍ତରାଖଣ୍ଡ ୨୪୨୯ ୪୨୫୫୪୫ ୨୦୬ ୭୬୭୬
୩୫ ଉତ୍ତରପ୍ରଦେଶ ୫୦୯୩ ୨୦୩୭୩୩୯ ୧୦୫୮ ୨୩୪୪୫
୩୬ ପଶ୍ଚିମବଙ୍ଗ ୨୬୪୮ ୧୯୯୦୨୫୪ ୧୦୫୪ ୨୧୧୫୯
ମୋଟ ୧୪୮୩୫୯ ୪୨୨୧୯୮୯୬ ୩୦୦୦୯ ୫୧୨୯୨୪ ୩୦୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.