Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୦୫୧ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧୬,୦୫୧ ନୂଆ ଆକ୍ରାନ୍ତ ଚିହ୍ନଟ, ୨୦୬ ମୃତ

38

ନୂଆ ଦିଲ୍ଲୀ ୨୧-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧୬,୦୫୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୦୨,୧୩୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୪୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୧,୨୪,୨୮୪ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩୭,୯୦୧ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୩% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୮,୩୮,୫୨୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୨୨,୦୫୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୦୬ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୨,୧୦୯ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୪୭%

ଆରୋଗ୍ୟ ହୋଇଛନ୍ତି ୯୮.୩୩%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୫, ୪୬, ୨୫, ୭୧୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭, ୦୦, ୭୦୬

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୩୦ ୯୮୪୬ ୧୩ ୧୨୯
ଆନ୍ଧ୍ରପ୍ରଦେଶ ୬୭୫୪ ୨୨୯୪୮୧୮ ୯୩୬ ୧୪୭୧୩
ଅରୁଣାଚଳ ପ୍ରଦେଶ ୩୦୨ ୬୩୬୮୧ ୨୯ ୨୯୬
ଆସାମ ୧୮୬୨ ୭୧୫୪୫୬ ୩୦୯ ୬୬୩୧
ବିହାର ୬୫୭ ୮୧୬୭୬୭ ୧୦୬ ୧୨୨୫୫
ଚଣ୍ଡିଗଡ଼ ୨୨୯ ୯୦୧୭୭ ୪୧ ୧୧୬୧
ଛତିଶଗଡ ୩୪୦୪ ୧୧୩୧୯୭୭ ୩୪୦ ୧୪୦୨୧
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୨୬
ଦିଲ୍ଲୀ ୨୫୪୫ ୧୮୨୭୪୨୫ ୭୩୦ ୨୬୧୦୧
୧୦ ଗୋଆ ୫୭୦ ୨୪୦୩୫୧ ୧୪୪ ୩୭୯୨
୧୧ ଗୁଜୁରାଟ ୫୦୧୦ ୧୨୦୪୬୫୬ ୧୧୪୮ ୧୦୮୯୬
୧୨ ହରିୟାଣା ୩୫୦୮ ୯୬୪୩୭୧ ୭୦୫ ୧୦୫୨୫
୧୩ ହିମାଚଳ ପ୍ରଦେଶ ୧୯୧୯ ୨୭୬୧୦୮ ୨୨୨ ୪୦୯୬
୧୪ ଜାମ୍ମୁ କାଶ୍ମୀର ୧୯୪୯ ୪୪୫୬୧୧ ୪୯୬ ୪୭୪୬
୧୫ ଝାଡଖଣ୍ଡ ୬୯୦ ୪୨୭୯୯୪ ୧୨୫ ୫୩୧୫
୧୬ କର୍ଣ୍ଣାଟକ ୧୨୬୭୧ ୩୮୮୪୧୨୦ ୧୭୮୦ ୩୯୭୯୫ ୧୮
୧୭ କେରଳ ୬୬୮୧୪ ୬୩୩୮୦୩୧ ୧୪୩୩୪ ୬୪୧୪୫ ୯୨
୧୮ ଲଦାଖ ୩୪୧ ୨୭୨୬୬ ୯୧ ୨୨୮
୧୯ ଲକ୍ଷଦୀପ ୪୨ ୧୧୨୮୪ ୨୯ ୫୨
୨୦ ମଧ୍ୟପ୍ରଦେଶ ୭୫୨୭ ୧୦୧୬୧୯୮ ୧୭୮୫ ୧୦୭୧୫
୨୧ ମହାରାଷ୍ଟ୍ର ୨୦୪୧୦ ୭୬୯୪୪୩୯ ୩୩୭୫ ୧୪୩୫୮୨
୨୨ ମଣିପୁର ୬୫୯ ୧୩୩୬୭୪ ୬୯ ୨୧୦୦
୨୩ ମେଘାଳୟ ୩୭୨ ୯୧୩୫୩ ୫୯ ୧୫୬୮
୨୪ ମିଜୋରାମ ୯୯୧୯ ୧୯୫୭୫୭ ୬୬୮ ୬୪୩
୨୫ ନାଗାଲାଣ୍ଡ ୨୬୪ ୩୪୩୪୦ ୩୩ ୭୫୩
୨୬ ଓଡ଼ିଶା ୫୩୧୨ ୧୨୬୮୧୫୮ ୧୦୪୯ ୯୦୧୧ ୧୭
୨୭ ପୁଡୁଚେରୀ ୪୧୯ ୧୬୩୨୧୮ ୧୦୮ ୧୯୬୦
୨୮ ପଞ୍ଜାବ ୧୫୪୬ ୭୩୮୦୪୦ ୨୧୮ ୧୭୬୭୧
୨୯ ରାଜସ୍ଥାନ ୯୮୦୩ ୧୨୫୫୪୮୭ ୨୧୮୨ ୯୫୨୦
୩୦ ସିକ୍କିମ୍ ୧୪୦ ୩୮୪୪୬ ୨୯ ୪୪୧
୩୧ ତାମିଲନାଡୁ ୧୫୯୩୮ ୩୩୯୧୦୧୧ ୩୧୭୨ ୩୭୯୮୦
୩୨ ତେଲେଙ୍ଗାନା ୫୧୩୫ ୭୭୭୪୩୪ ୭୬୭ ୪୧୦୯
୩୩ ତ୍ରିପୁରା ୬୧ ୯୯୮୫୯ ୧୭ ୯୧୯
୩୪ ଉତ୍ତରାଖଣ୍ଡ ୨୯୯୨ ୪୨୪୫୫୭ ୫୦ ୭୬୭୧
୩୫ ଉତ୍ତରପ୍ରଦେଶ ୬୭୯୦ ୨୦୩୪୨୬୭ ୧୩୬୮ ୨୩୪୩୩
୩୬ ପଶ୍ଚିମବଙ୍ଗ ୫୫୪୦ ୧୯୮୬୬୮୧ ୧୩୭୩ ୨୧୧୩୨ ୧୩
ମୋଟ ୨୦୨୧୩୧ ୪୨୧୨୪୨୮୪ ୩୭୯୦୧ ୫୧୨୧୦୯ ୨୦୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.