Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୫,୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୨୫,୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ, ୪୯୨ ମୃତ

39

ନୂଆ ଦିଲ୍ଲୀ ୧୮-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨୫,୯୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨,୯୨,୦୯୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୬୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୯,୭୭,୨୩୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୬୬,୨୫୪ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୧୨% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୭,୮୦,୨୩୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୦,୮୨୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪୯୨ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୧୦,୯୦୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୬୮%

ଆରୋଗ୍ୟ ହୋଇଛନ୍ତି ୯୮.୧୨%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୪, ୬୪, ୯୯, ୪୬୧ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୩୭, ୮୬, ୮୦୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୫, ୬୮, ୫୧, ୭୮୭ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୫୪, ୮୯୩

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୮୩ ୯୭୮୨ ୨୧ ୧୨୯
ଆନ୍ଧ୍ରପ୍ରଦେଶ ୯୪୭୦ ୨୨୯୦୮୫୩ ୧୮୬୪ ୧୪୭୦୭
ଅରୁଣାଚଳ ପ୍ରଦେଶ ୩୬୧ ୬୩୫୪୪ ୧୦୦ ୨୯୫
ଆସାମ ୨୪୭୯ ୭୧୪୭୫୯ ୪୧୯ ୬୬୨୩
ବିହାର ୮୭୭ ୮୧୬୩୨୭ ୨୨୫ ୧୨୨୫୩
ଚଣ୍ଡିଗଡ଼ ୩୭୫ ୮୯୯୫୬ ୯୩ ୧୧୫୮
ଛତିଶଗଡ ୪୦୫୬ ୧୧୩୦୨୨୭ ୧୧୬୬ ୧୪୦୧୮
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୧ ୧୧୪୧୦
ଦିଲ୍ଲୀ ୩୦୨୬ ୧୮୨୫୦୫୦ ୯୦୫ ୨୬୦୯୧
୧୦ ଗୋଆ ୧୨୨୭ ୨୩୯୪୯୬ ୪୮୧ ୩୭୮୫
୧୧ ଗୁଜୁରାଟ ୮୦୧୪ ୧୨୦୦୨୦୪ ୨୨୨୧ ୧୦୮୬୪ ୧୩
୧୨ ହରିୟାଣା ୪୪୨୭ ୯୬୧୬୯୭ ୧୨୬୩ ୧୦୫୧୨
୧୩ ହିମାଚଳ ପ୍ରଦେଶ ୨୨୪୬ ୨୭୫୦୯୮ ୫୮୪ ୪୦୮୯
୧୪ ଜାମ୍ମୁ କାଶ୍ମୀର ୨୯୭୮ ୪୪୪୦୬୯ ୯୩୭ ୪୭୪୫
୧୫ ଝାଡଖଣ୍ଡ ୧୦୬୬ ୪୨୭୩୦୧ ୫୩୧୫
୧୬ କର୍ଣ୍ଣାଟକ ୧୯୭୯୭ ୩୮୭୩୫୮୦ ୫୦୭୯ ୩୯୭୩୮ ୨୩
୧୭ କେରଳ ୧୦୦୨୧୧ ୬୨୮୫୪୭୭ ୨୨୭୦୭ ୬୩୩୩୮ ୩୧୯
୧୮ ଲଦାଖ ୪୧୬ ୨୭୦୫୧ ୧୦୫ ୨୨୮
୧୯ ଲକ୍ଷଦୀପ ୬୭ ୧୧୨୩୯ ୧୧ ୫୨
୨୦ ମଧ୍ୟପ୍ରଦେଶ ୧୧୫୩୫ ୧୦୦୯୩୪୫ ୨୭୮୦ ୧୦୭୦୯
୨୧ ମହାରାଷ୍ଟ୍ର ୨୭୭୯୮ ୭୬୮୧୯୬୧ ୬୩୮୩ ୧୪୩୫୩୨ ୪୦
୨୨ ମଣିପୁର ୨୦୯୪ ୧୩୨୦୫୫ ୧୫୧ ୨୦୯୦
୨୩ ମେଘାଳୟ ୫୧୦ ୯୧୦୯୮ ୮୨ ୧୫୬୫
୨୪ ମିଜୋରାମ ୧୦୫୯୨ ୧୯୨୦୯୩ ୧୮୭୧ ୬୪୦
୨୫ ନାଗାଲାଣ୍ଡ ୩୪୭ ୩୪୨୨୮ ୪୨ ୭୫୩
୨୬ ଓଡ଼ିଶା ୭୨୫୨ ୧୨୬୪୫୭୧ ୧୪୬୫ ୮୯୬୧ ୧୬
୨୭ ପୁଡୁଚେରୀ ୬୯୧ ୧୬୨୮୩୪ ୧୧୩ ୧୯୫୯
୨୮ ପଞ୍ଜାବ ୨୨୭୯ ୭୩୬୮୦୪ ୬୮୯ ୧୭୬୪୨
୨୯ ରାଜସ୍ଥାନ ୧୪୦୮୫ ୧୨୪୭୮୯୪ ୩୫୧୦ ୯୫୦୧
୩୦ ସିକ୍କିମ୍ ୨୧୪ ୩୮୩୪୪ ୪୬ ୪୪୦
୩୧ ତାମିଲନାଡୁ ୨୩୭୭୨ ୩୩୮୦୦୪୯ ୪୭୬୮ ୩୭୯୬୨
୩୨ ତେଲେଙ୍ଗାନା ୬୭୪୬ ୭୭୪୭୪୨ ୧୩୮୦ ୪୧୦୮
୩୩ ତ୍ରିପୁରା ୧୧୧ ୯୯୭୯୭ ୧୯ ୯୧୯
୩୪ ଉତ୍ତରାଖଣ୍ଡ ୪୬୦୧ ୪୨୨୩୪୭ ୧୦୮୫ ୭୬୬୭
୩୫ ଉତ୍ତରପ୍ରଦେଶ ୯୪୯୨ ୨୦୨୯୩୫୧ ୨୩୧୮ ୨୩୪୧୯
୩୬ ପଶ୍ଚିମବଙ୍ଗ ୮୭୭୬ ୧୯୮୨୬୦୫ ୧୩୬୭ ୨୧୦୯୪ ୧୫
ମୋଟ ୨୯୨୦୯୨ ୪୧୯୭୭୨୩୮ ୬୬୨୫୪ ୫୧୦୯୦୫ ୪୯୨

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.