Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂଆ ଆକ୍ରାନ୍ତ ଚିହ୍ନଟ, ୧,୨୪୧ ମୃତ

40

ନୂଆ ଦିଲ୍ଲୀ ୧୦-୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୭,୯୦,୭୮୯ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୧.୮୬% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୧୧,୮୦,୭୫୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୬୭,୮୮୨ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୬.୯୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୨୪,୭୮,୦୬୦ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୦୨,୦୩୯ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୪୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୦୬,୫୨୦ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୧.୮୬%

ଆରୋଗ୍ୟ ହୋଇଛନ୍ତି ୯୬.୯୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୭୧, ୨୮, ୧୯, ୯୪୭ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୪୬, ୪୪, ୩୮୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୪, ୬୧, ୯୬, ୦୭୧ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୧୧, ୩୨୧

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୧୬୮ ୯୬୫୪ ୧୮ ୧୨୯
ଆନ୍ଧ୍ରପ୍ରଦେଶ ୪୬୧୧୯ ୨୨୪୭୮୨୪ ୯୫୯୮ ୧୪୬୭୯
ଅରୁଣାଚଳ ପ୍ରଦେଶ ୧୧୩୧ ୬୨୩୯୦ ୨୧୨ ୨୯୩
ଆସାମ ୬୩୮୨ ୭୦୯୭୧୬ ୧୫୩୯ ୬୫୮୫
ବିହାର ୧୮୧୬ ୮୧୪୦୪୧ ୪୮୮ ୧୨୨୪୪
ଚଣ୍ଡିଗଡ଼ ୧୦୧୧ ୮୮୮୬୪ ୩୬୩ ୧୧୪୪
ଛତିଶଗଡ ୧୦୫୯୫ ୧୧୧୮୪୨୦ ୨୦୪୦ ୧୩୯୭୧ ୧୦
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୫୧ ୧୧୩୫୫ ୪୩
ଦିଲ୍ଲୀ ୬୩୦୪ ୧୮୧୫୧୮୮ ୧୯୦୮ ୨୬୦୨୩ ୧୩
୧୦ ଗୋଆ ୩୫୨୮ ୨୩୬୦୯୯ ୬୫୫ ୩୭୬୦
୧୧ ଗୁଜୁରାଟ ୨୭୩୫୫ ୧୧୭୦୧୧୭ ୮୮୧୨ ୧୦୭୪୦ ୨୪
୧୨ ହରିୟାଣା ୮୭୭୭ ୯୪୯୬୬୨ ୨୯୨୦ ୧୦୪୪୭ ୧୪
୧୩ ହିମାଚଳ ପ୍ରଦେଶ ୪୪୨୧ ୨୭୦୧୬୯ ୧୦୪୩ ୪୦୬୧
୧୪ ଜାମ୍ମୁ କାଶ୍ମୀର ୧୦୨୩୦ ୪୩୩୮୨୪ ୨୮୦୫ ୪୭୩୨
୧୫ ଝାଡଖଣ୍ଡ ୨୨୨୭ ୪୨୪୯୪୬ ୩୬୩ ୫୩୧୪
୧୬ କର୍ଣ୍ଣାଟକ ୬୦୯୯୦ ୩୮୧୧୬୧୫ ୧୬୭୪୯ ୩୯୪୯୫ ୪୮
୧୭ କେରଳ ୨୫୮୯୫୪ ୬୦୨୬୮୮୪ ୪୭୮୮୨ ୬୦୭୯୩ ୮୫୪
୧୮ ଲଦାଖ ୬୯୬ ୨୬୨୨୬ ୧୬୩ ୨୨୬
୧୯ ଲକ୍ଷଦୀପ ୧୧୨ ୧୧୧୦୨ ୩୯ ୫୨
୨୦ ମଧ୍ୟପ୍ରଦେଶ ୩୩୩୮୪ ୯୭୧୯୫୦ ୬୯୮୦ ୧୦୬୭୩
୨୧ ମହାରାଷ୍ଟ୍ର ୮୬୮୪୭ ୭୫୯୩୨୯୧ ୨୦୨୨୨ ୧୪୩୨୪୭ ୯୨
୨୨ ମଣିପୁର ୩୫୫୫ ୧୨୯୭୨୯ ୨୩୫ ୨୦୭୪
୨୩ ମେଘାଳୟ ୧୦୯୮ ୮୯୯୯୪ ୨୩୩ ୧୫୫୪
୨୪ ମିଜୋରାମ ୧୩୦୨୪ ୧୭୮୦୭୧ ୨୧୬୭ ୬୩୧
୨୫ ନାଗାଲାଣ୍ଡ ୫୮୧ ୩୩୭୦୮ ୧୩୭ ୭୪୯
୨୬ ଓଡ଼ିଶା ୧୪୫୭୪ ୧୨୪୮୧୫୨ ୩୧୨୬ ୮୭୯୭ ୨୨
୨୭ ପୁଡୁଚେରୀ ୩୦୮୬ ୧୫୯୭୧୯ ୫୩୮ ୧୯୫୫
୨୮ ପଞ୍ଜାବ ୬୬୧୬ ୭୨୯୬୪୯ ୧୪୭୧ ୧୭୫୨୪ ୨୯
୨୯ ରାଜସ୍ଥାନ ୩୩୮୧୨ ୧୨୧୧୩୮୩ ୭୧୭୭ ୯୪୨୪ ୧୭
୩୦ ସିକ୍କିମ୍ ୫୭୪ ୩୭୮୧୪ ୩୫ ୪୩୭
୩୧ ତାମିଲନାଡୁ ୭୭୬୦୭ ୩୩୦୯୦୩୨ ୧୬୪୭୩ ୩୭୮୩୭ ୨୮
୩୨ ତେଲେଙ୍ଗାନା ୧୯୮୫୦ ୭୫୬୮୮୩ ୨୪୮୪ ୪୧୦୩
୩୩ ତ୍ରିପୁରା ୩୭୫ ୯୯୪୪୫ ୧୮୪ ୯୧୯
୩୪ ଉତ୍ତରାଖଣ୍ଡ ୯୪୭୯ ୪୧୪୫୩୬ ୨୧୫୫ ୭୬୩୩
୩୫ ଉତ୍ତରପ୍ରଦେଶ ୨୦୦୬୫ ୨୦୦୭୪୭୩ ୫୧୫୫ ୨୩୩୫୯ ୧୬
୩୬ ପଶ୍ଚିମବଙ୍ଗ ୧୫୩୯୫ ୧୯୭୧୮୨୬ ୧୪୭୦ ୨୦୯୧୨ ୨୮
ମୋଟ ୭୯୦୭୮୯ ୪୧୧୮୦୭୫୧ ୧୬୭୮୮୨ ୫୦୬୫୨୦ ୧୨୪୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.