Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୧,୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ, ୬୨୭...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୧,୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ, ୬୨୭ ମୃତ

47

ନୂଆ ଦିଲ୍ଲୀ ୨୮-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୧,୨୦୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୧,୦୫,୬୧୧ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୫.୧୮% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୮୦,୨୪,୭୭୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୩,୪୭,୪୪୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୬୦% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୦୬,୨୨,୭୦୯ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୯୬୮୬୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୨୭ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୯୨,୩୨୭ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୫.୧୮%

ଆରୋଗ୍ୟ ହୋଇଛନ୍ତି ୯୩.୬୦%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୪, ୪୪, ୭୩, ୨୧୬ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୫୭, ୩୫, ୬୯୨

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୨, ୩୭, ୪୮, ୫୫୫ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୫, ୮୨, ୩୦୭

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୫୦୪ ୮୯୯୧ ୬୦ ୧୨୯
ଆନ୍ଧ୍ରପ୍ରଦେଶ ୧୦୯୪୯୩ ୨୧୧୧୯୭୫ ୧୦୨୯୦ ୧୪୫୭୯
ଅରୁଣାଚଳ ପ୍ରଦେଶ ୩୩୩୨ ୫୭୬୩୦ ୪୩୧ ୨୮୫
ଆସାମ ୩୬୫୨୨ ୬୬୫୬୨୯ ୪୫୪୫ ୬୩୭୯ ୨୦
ବିହାର ୧୦୩୨୨ ୭୯୬୩୩୨ ୩୩୦୮ ୧୨୨୦୫
ଚଣ୍ଡିଗଡ଼ ୫୪୨୦ ୮୧୪୫୫ ୧୨୯୧ ୧୧୦୮
ଛତିଶଗଡ ୨୭୨୯୦ ୧୦୭୨୦୦୭ ୬୫୧୬ ୧୩୭୯୮ ୧୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୫୧ ୧୧୧୦୬ ୩୫
ଦିଲ୍ଲୀ ୩୩୧୭୫ ୧୭୫୬୩୬୯ ୯୩୯୭ ୨୫୭୪୪ ୩୪
୧୦ ଗୋଆ ୧୩୨୬୯ ୨୧୮୧୨୫ ୩୩୯୦ ୩୬୪୫ ୧୫
୧୧ ଗୁଜୁରାଟ ୧୧୭୮୮୪ ୯୯୨୪୩୧ ୨୩୧୯୭ ୧୦୩୪୫ ୨୨
୧୨ ହରିୟାଣା ୩୫୫୮୧ ୮୮୭୧୫୮ ୯୭୫୯ ୧୦୨୩୭ ୧୮
୧୩ ହିମାଚଳ ପ୍ରଦେଶ ୧୦୩୩୬ ୨୫୧୪୩୦ ୨୬୧୮ ୩୯୬୮
୧୪ ଜାମ୍ମୁ କାଶ୍ମୀର ୪୬୬୫୭ ୩୬୮୪୩୨ ୬୨୬୪ ୪୬୪୨
୧୫ ଝାଡଖଣ୍ଡ ୧୨୦୭୬ ୪୦୭୮୬୨ ୨୭୧୯ ୫୨୯୧
୧୬ କର୍ଣ୍ଣାଟକ ୩୨୮୭୪୧ ୩୩୨୫୦୦୧ ୬୭୨୩୨ ୩୮୭୫୪ ୪୯
୧୭ କେରଳ ୩୧୦୨୦୨ ୫୪୬୩୯୬୦ ୪୨୬୫୩ ୫୨୪୩୪ ୧୫୩
୧୮ ଲଦାଖ ୧୨୫୦ ୨୩୮୭୫ ୧୯୧ ୨୨୩
୧୯ ଲକ୍ଷଦୀପ ୨୮୦ ୧୦୬୧୨ ୩୩ ୫୨
୨୦ ମଧ୍ୟପ୍ରଦେଶ ୭୧୨୦୩ ୮୫୧୮୯୩ ୧୦୫୪୭ ୧୦୫୯୭
୨୧ ମହାରାଷ୍ଟ୍ର ୨୯୧୨୪୭ ୭୧୯୭୦୦୧ ୩୬୭୦୮ ୧୪୨୩୫୮ ୪୨
୨୨ ମଣିପୁର ୩୭୬୦ ୧୨୫୯୦୮ ୩୪୭ ୨୦୩୬
୨୩ ମେଘାଳୟ ୨୪୧୫ ୮୫୯୧୭ ୩୬୧ ୧୫୦୯
୨୪ ମିଜୋରାମ ୧୩୭୨୧ ୧୫୩୪୧୩ ୧୦୪୬ ୫୯୧
୨୫ ନାଗାଲାଣ୍ଡ ୮୫୦ ୩୨୫୦୦ ୮୮ ୭୦୯
୨୬ ଓଡ଼ିଶା ୫୯୨୨୩ ୧୧୬୩୩୯୬ ୧୧୧୫୭ ୮୫୫୦
୨୭ ପୁଡୁଚେରୀ ୧୫୭୫୧ ୧୪୦୦୩୧ ୧୪୮୬ ୧୯୧୬
୨୮ ପଞ୍ଜାବ ୩୬୯୪୧ ୬୭୮୦୬୫ ୭୪୨୩ ୧୭୧୨୯ ୪୮
୨୯ ରାଜସ୍ଥାନ ୮୭୨୬୮ ୧୦୭୪୯୮୦ ୧୬୦୮୭ ୯୧୮୧ ୨୦
୩୦ ସିକ୍କିମ୍ ୧୬୨୨ ୩୫୬୦୨ ୪୧୬ ୪୨୭
୩୧ ତାମିଲନାଡୁ ୨୧୩୫୩୪ ୩୦୦୧୮୦୫ ୨୮୬୨୦ ୩୭୪୧୨ ୫୩
୩୨ ତେଲେଙ୍ଗାନା ୩୯୫୨୦ ୭୦୭୪୯୮ ୨୪୪୪ ୪୦୮୧
୩୩ ତ୍ରିପୁରା ୬୬୩୧ ୯୨୨୮୪ ୭୮୩ ୮୮୯
୩୪ ଉତ୍ତରାଖଣ୍ଡ ୩୧୩୨୨ ୩୭୩୮୬୫ ୩୯୯୯ ୭୫୧୪ ୧୩
୩୫ ଉତ୍ତରପ୍ରଦେଶ ୭୨୩୯୩ ୧୮୯୩୫୭୭ ୧୬୭୮୬ ୨୩୧୨୫ ୧୯
୩୬ ପଶ୍ଚିମବଙ୍ଗ ୫୫୭୨୫ ୧୯୦୬୬୫୬ ୧୫୨୧୬ ୨୦୪୮୧ ୩୬
ମୋଟ ୨୧୦୫୬୧୧ ୩୮୦୨୪୭୭୧ ୩୪୭୪୪୩ ୪୯୨୩୨୭ ୬୨୭

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.