Home Coronavirus Outbreak ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୫,୮୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୧୪...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୫,୮୭୪ ନୂଆ ଆକ୍ରାନ୍ତ ଚିହ୍ନଟ, ୬୧୪ ମୃତ

52

ନୂଆ ଦିଲ୍ଲୀ ୨୫-୧ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୫୫,୮୭୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୨୨୩୬୮୪୨ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୫.୬୨% ଅଟେ।

ସମଗ୍ର ଦେଶରେ ସମୁଦାୟ ୩୭୦୭୧୮୯୮ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨୬୭୭୫୩ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୩.୧୫% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୭୯୯୨୦୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧୨୪୯୩ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୬୧୪ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪୯୦୪୬୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୫.୬୨%

ଆରୋଗ୍ୟ ହୋଇଛନ୍ତି ୯୩.୧୫%

ଏବଂ ମୃତ୍ୟୁ ସଂଖ୍ୟା ୧.୩୮%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୬୨, ୯୨, ୦୯, ୩୦୮ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୨, ୨୯, ୯୫୬

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୧, ୮୮, ୦୨, ୪୩୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୬, ୪୯, ୧୦୮

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୫୯୮ ୮୭୨୫ ୯୧ ୧୨୯
ଆନ୍ଧ୍ରପ୍ରଦେଶ ୯୩୩୦୫ ୨୦୮୭୨୮୨ ୪୮୦୦ ୧୪୫୪୯
ଅରୁଣାଚଳ ପ୍ରଦେଶ ୩୩୧୩ ୫୬୪୭୬ ୨୮୮ ୨୮୩
ଆସାମ ୪୫୪୨୨ ୬୪୬୯୭୨ ୫୬୨୫ ୬୩୧୯ ୧୮
ବିହାର ୧୪୮୩୩ ୭୮୬୩୧୭ ୪୮୨୯ ୧୨୧୯୩
ଚଣ୍ଡିଗଡ଼ ୭୭୬୮ ୭୭୩୮୯ ୮୬୩ ୧୧୦୩
ଛତିଶଗଡ ୩୧୦୭୪ ୧୦୫୫୩୯୮ ୫୪୦୬ ୧୩୭୪୬ ୧୯
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୨୦୮ ୧୧୦୦୨ ୨୮
ଦିଲ୍ଲୀ ୪୫୧୪୦ ୧୭୨୬୬୮୧ ୧୪୮୩୬ ୨୫୬୫୦ ୩୦
୧୦ ଗୋଆ ୧୮୯୩୩ ୨୦୮୨୭୭ ୨୧୭୪ ୩୬୧୫
୧୧ ଗୁଜୁରାଟ ୧୩୫୧୪୮ ୯୩୦୯୩୮ ୧୩୪୬୯ ୧୦୨୭୪ ୨୫
୧୨ ହରିୟାଣା ୫୧୮୮୭ ୮୫୨୭୪୫ ୧୧୮୭୯ ୧୦୧୯୪ ୧୭
୧୩ ହିମାଚଳ ପ୍ରଦେଶ ୧୫୫୪୧ ୨୪୨୬୦୨ ୩୦୩୫ ୩୯୪୪ ୧୧
୧୪ ଜାମ୍ମୁ କାଶ୍ମୀର ୪୪୬୦୯ ୩୫୩୩୭୪ ୩୬୪୩ ୪୬୧୩
୧୫ ଝାଡଖଣ୍ଡ ୧୭୪୫୭ ୩୯୯୧୦୯ ୩୪୦୯ ୫୨୭୨ ୧୧
୧୬ କର୍ଣ୍ଣାଟକ ୩୬୨୫୧୭ ୩୧୬୨୯୭୭ ୪୧୭୦୩ ୩୮୬୧୪ ୩୨
୧୭ କେରଳ ୨୬୦୯୮୨ ୫୩୫୬୬୪୨ ୩୦୭୧୦ ୫୧୯୮୭ ୧୭୧
୧୮ ଲଦାଖ ୧୨୪୪ ୨୩୩୫୨ ୧୭୪ ୨୨୨
୧୯ ଲକ୍ଷଦୀପ ୨୫୩ ୧୦୫୦୭ ୫୧ ୫୨
୨୦ ମଧ୍ୟପ୍ରଦେଶ ୬୯୮୯୩ ୮୨୪୨୭୫ ୭୮୨୨ ୧୦୫୭୬
୨୧ ମହାରାଷ୍ଟ୍ର ୩୦୩୪୨୪ ୭୦୮୯୯୩୬ ୨୧୯୪୧ ୧୪୨୧୫୧ ୩୬
୨୨ ମଣିପୁର ୩୪୫୦ ୧୨୫୦୧୩ ୩୭୯ ୨୦୨୭
୨୩ ମେଘାଳୟ ୨୨୫୭ ୮୫୦୦୯ ୧୬୮ ୧୪୯୮
୨୪ ମିଜୋରାମ ୧୦୭୦୪ ୧୫୧୦୮୧ ୯୮୨ ୫୮୬
୨୫ ନାଗାଲାଣ୍ଡ ୬୯୩ ୩୨୨୫୪ ୫୯ ୭୦୭
୨୬ ଓଡ଼ିଶା ୭୧୫୦୯ ୧୧୩୧୯୧୭ ୧୦୩୦୯ ୮୫୨୫
୨୭ ପୁଡୁଚେରୀ ୧୫୬୫୨ ୧୩୫୭୮୩ ୧୧୭୨ ୧୯୦୮
୨୮ ପଞ୍ଜାବ ୪୫୬୪୫ ୬୫୬୪୭୪ ୬୪୭୯ ୧୭୦୨୩ ୪୫
୨୯ ରାଜସ୍ଥାନ ୯୩୫୦୨ ୧୦୩୬୭୬୨ ୯୩୯୭ ୯୧୧୮ ୨୩
୩୦ ସିକ୍କିମ୍ ୨୧୦୭ ୩୪୫୬୬ ୩୫୫ ୪୨୩
୩୧ ତାମିଲନାଡୁ ୨୦୬୪୮୪ ୨୯୨୦୪୫୭ ୨୪୬୩୯ ୩୭୨୬୪ ୪୬
୩୨ ତେଲେଙ୍ଗାନା ୩୩୬୭୩ ୭୦୧୦୪୭ ୨୩୯୮ ୪୦୭୫
୩୩ ତ୍ରିପୁରା ୭୮୭୮ ୯୦୧୪୨ ୫୬୪ ୮୭୯
୩୪ ଉତ୍ତରାଖଣ୍ଡ ୩୧୨୮୦ ୩୬୪୬୯୪ ୩୦୮୩ ୭୪୯୧ ୧୧
୩୫ ଉତ୍ତରପ୍ରଦେଶ ୯୩୯୨୪ ୧୮୪୦୮୪୨ ୧୦୮୩୬ ୨୩୦୭୩ ୧୭
୩୬ ପଶ୍ଚିମବଙ୍ଗ ୯୪୫୩୫ ୧୮୫୪୮୮୧ ୨୦୧୫୭ ୨୦୩୭୫ ୩୭
ମୋଟ ୨୨୩୬୮୪୨ ୩୭୦୭୧୮୯୮ ୨୬୭୭୫୩ ୪୯୦୪୬୨ ୬୧୪

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.