Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୧୪୫ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୧୪୫ ନୂଆ ଆକ୍ରାନ୍ତ ଚିହ୍ନଟ, ୨୮୯ ମୃତ

34

ନୂଆ ଦିଲ୍ଲୀ ୧୮-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୧୪୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୮୪,୫୬୫ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୪% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୧,୭୧,୪୭୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୮,୭୦୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୮% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୭,୩୩,୧୯୪ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୮୫୦ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୮୯ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୭,୧୫୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୪%

ଆରୋଗ୍ୟ ହୋଇଛନ୍ତି ୯୮.୩୮%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୩୬, ୬୬, ୦୫, ୧୭୩ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୬୨, ୦୬, ୨୪୪

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୬, ୨୮, ୯୭, ୩୮୮ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୪୫, ୪୦୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୬୯ ୧୨୯
ଆନ୍ଧ୍ରପ୍ରଦେଶ ୧୭୫୮ ୨୦୫୯୩୧୧ ୧୮୦ ୧୪୪୭୭
ଅରୁଣାଚଳ ପ୍ରଦେଶ ୩୦ ୫୫୦୧୦ ୨୮୦
ଆସାମ ୨୪୪୧ ୬୧୦୭୧୬ ୧୩୫ ୬୧୪୧
ବିହାର ୮୨ ୭୧୪୧୮୪ ୧୦ ୧୨୦୯୩
ଚଣ୍ଡିଗଡ଼ ୭୪ ୬୪୫୨୮ ୧୦୭୬
ଛତିଶଗଡ ୩୩୯ ୯୯୩୪୧୩ ୪୦ ୧୩୫୯୫
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୪୬୬ ୧୪୧୬୪୩୮ ୭୮ ୨୫୧୦୦
୧୦ ଗୋଆ ୪୦୯ ୧୭୫୭୫୭ ୩୩ ୩୪୮୫
୧୧ ଗୁଜୁରାଟ ୫୮୧ ୮୧୭୭୪୫ ୫୮ ୧୦୧୦୧
୧୨ ହରିୟାଣା ୨୩୦ ୭୬୧୮୫୦ ୩୦ ୧୦୦୬୧
୧୩ ହିମାଚଳ ପ୍ରଦେଶ ୫୩୬ ୨୨୩୮୨୬ ୪୭ ୩୮୬୫
୧୪ ଜାମ୍ମୁ କାଶ୍ମୀର ୧୪୪୮ ୩୩୩୫୮୨ ୧୨୧ ୪୫୧୦
୧୫ ଝାଡଖଣ୍ଡ ୧୩୬ ୩୪୪୨୨୬ ୧୫ ୫୧୪୨
୧୬ କର୍ଣ୍ଣାଟକ ୭୧୦୫ ୨୯୫୬୪୦୫ ୩୧୭ ୩୮୨୮୨
୧୭ କେରଳ ୩୩୦୯୮ ୫୧୩୪୦୧୦ ୪୯୬୬ ୪୪୧୮୯ ୨୪୩
୧୮ ଲଦାଖ ୧୭୩ ୨୧୫୧୩ ୧୦ ୨୧୭
୧୯ ଲକ୍ଷଦୀପ ୧୦୩୫୫ ୫୧
୨୦ ମଧ୍ୟପ୍ରଦେଶ ୧୭୬ ୭୮୨୭୪୯ ୧୬ ୧୦୫୨୯
୨୧ ମହାରାଷ୍ଟ୍ର ୧୦୫୮୨ ୬୪୯୫୯୨୯ ୬୮୦ ୧୪୧୩୨୯ ୧୨
୨୨ ମଣିପୁର ୧୯୮ ୧୨୩୪୦୬ ୧୨୭ ୧୯୯୩
୨୩ ମେଘାଳୟ ୧୨୬ ୮୩୧୩୪ ୨୬ ୧୪୭୮
୨୪ ମିଜୋରାମ ୨୬୪୦ ୧୩୬୧୬୭ ୫୩୧
୨୫ ନାଗାଲାଣ୍ଡ ୮୩ ୩୧୩୮୧ ୭୦୧
୨୬ ଓଡ଼ିଶା ୧୮୦୭ ୧୦୪୨୨୨୪ ୨୨୨ ୮୪୪୧
୨୭ ପୁଡୁଚେରୀ ୧୭୭ ୧୨୭୨୩୬ ୧୬ ୧୮୭୯
୨୮ ପଞ୍ଜାବ ୩୨୫ ୫୮୬୯୪୧ ୪୬ ୧୬୬୨୬
୨୯ ରାଜସ୍ଥାନ ୨୫୯ ୯୪୫୯୭୦ ୨୩ ୮୯୬୦
୩୦ ସିକ୍କିମ୍ ୧୭୭ ୩୧୮୬୯ ୪୦୬
୩୧ ତାମିଲନାଡୁ ୭୪୦୭ ୨୬୯୪୫୦୯ ୬୭୯ ୩୬୬୬୭ ୧୧
୩୨ ତେଲେଙ୍ଗାନା ୩୭୮୨ ୬୭୧୪୫୦ ୨୦୩ ୪୦୧୩
୩୩ ତ୍ରିପୁରା ୭୭ ୮୪୦୫୪ ୮୨୭
୩୪ ଉତ୍ତରାଖଣ୍ଡ ୧୫୫ ୩୩୬୯୮୫ ୧୮ ୭୪୧୩
୩୫ ଉତ୍ତରପ୍ରଦେଶ ୧୬୪ ୧୬୮୭୫୬୦ ୧୫ ୨୨୯୧୫
୩୬ ପଶ୍ଚିମବଙ୍ଗ ୭୫୧୩ ୧୫୯୮୭୯୦ ୫୬୬ ୧୯୬୫୨
ମୋଟ ୮୪୫୬୫ ୩୪୧୭୧୪୭୧ ୮୭୦୬ ୪୭୭୧୫୮ ୨୮୯

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.