Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୯୯୨ ନୂଆ ଆକ୍ରାନ୍ତ ଚିହ୍ନଟ

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୭,୯୯୨ ନୂଆ ଆକ୍ରାନ୍ତ ଚିହ୍ନଟ

22

ନୂଆ ଦିଲ୍ଲୀ ୧୧-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୭,୯୯୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୩,୨୭୭ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୧,୧୪,୩୩୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯,୨୬୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୮୨,୭୩୬ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୬୬୬ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୩୯୩ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୫,୧୨୮

ସକ୍ରୀୟ ଆକ୍ରାନ୍ତ ୦.୨୭%

ଆରୋଗ୍ୟ ହୋଇଛନ୍ତି ୯୮.୩୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୩୧, ୯୯, ୯୨, ୪୮୨ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୬, ୩୬, ୫୬୯

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୬୫, ୪୬, ୨୭, ୩୦୦ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୧୨, ୫୦, ୬୭୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୫୯ ୧୨୯
ଆନ୍ଧ୍ରପ୍ରଦେଶ ୧୯୮୯ ୨୦୫୮୧୦୧ ୧୮୮ ୧୪୪୬୨
ଅରୁଣାଚଳ ପ୍ରଦେଶ ୩୨ ୫୪୯୯୨ ୨୮୦
ଆସାମ ୨୪୮୨ ୬୦୯୭୧୭ ୨୦୧ ୬୧୩୦
ବିହାର ୫୮ ୭୧୪୧୪୦ ୧୨୦୯୦
ଚଣ୍ଡିଗଡ଼ ୫୬ ୬୪୪୮୬ ୧୦୭୬
ଛତିଶଗଡ ୩୬୮ ୯୯୩୧୮୫ ୧୬ ୧୩୫୯୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୩୭୦ ୧୪୧୬୧୪୦ ୫୭ ୨୫୧୦୦
୧୦ ଗୋଆ ୪୫୦ ୧୭୫୪୪୩ ୩୫ ୩୪୮୨
୧୧ ଗୁଜୁରାଟ ୪୮୦ ୮୧୭୪୨୮ ୩୯ ୧୦୦୯୮
୧୨ ହରିୟାଣା ୨୪୦ ୭୬୧୬୭୧ ୨୩ ୧୦୦୫୫
୧୩ ହିମାଚଳ ପ୍ରଦେଶ ୬୫୧ ୨୨୩୩୪୯ ୭୫ ୩୮୫୯
୧୪ ଜାମ୍ମୁ କାଶ୍ମୀର ୧୬୧୮ ୩୩୨୪୫୫ ୨୫୦ ୪୪୯୦
୧୫ ଝାଡଖଣ୍ଡ ୧୨୬ ୩୪୪୧୩୫ ୧୪ ୫୧୪୧
୧୬ କର୍ଣ୍ଣାଟକ ୭୩୩୪ ୨୯୫୪୧୯୬ ୩୩୯ ୩୮୨୫୫
୧୭ କେରଳ ୩୯୯୯୮ ୫୧୦୪୪୫୬ ୪୮୩୬ ୪୨୫୭୯ ୩୪୦
୧୮ ଲଦାଖ ୨୨୦ ୨୧୩୫୭ ୩୬ ୨୧୫
୧୯ ଲକ୍ଷଦୀପ ୧୦୩୪୫ ୫୧
୨୦ ମଧ୍ୟପ୍ରଦେଶ ୧୫୩ ୭୮୨୬୪୦ ୧୨ ୧୦୫୨୯
୨୧ ମହାରାଷ୍ଟ୍ର ୧୦୨୧୩ ୬୪୯୦୯୩୬ ୬୩୧ ୧୪୧୨୨୩ ୧୨
୨୨ ମଣିପୁର ୩୪୪ ୧୨୩୧୪୭ ୧୭ ୧୯୮୭
୨୩ ମେଘାଳୟ ୨୧୬ ୮୨୯୭୨ ୨୩ ୧୪୭୬
୨୪ ମିଜୋରାମ ୩୦୬୬ ୧୩୪୩୭୩ ୨୭୮ ୫୧୩
୨୫ ନାଗାଲାଣ୍ଡ ୧୦୬ ୩୧୩୪୧ ୬୯୯
୨୬ ଓଡ଼ିଶା ୧୮୮୩ ୧୦୪୦୯୨୭ ୫୨୪ ୮୪୩୧
୨୭ ପୁଡୁଚେରୀ ୨୪୩ ୧୨୭୦୬୦ ୨୨ ୧୮୭୭
୨୮ ପଞ୍ଜାବ ୩୯୭ ୫୮୬୬୬୦ ୧୬ ୧୬୬୧୭
୨୯ ରାଜସ୍ଥାନ ୨୬୯ ୯୪୫୮୨୧ ୧୫ ୮୯୫୬
୩୦ ସିକ୍କିମ୍ ୨୧୯ ୩୧୭୯୩ ୪୦୫
୩୧ ତାମିଲନାଡୁ ୭୮୨୧ ୨୬୮୯୬୨୭ ୭୩୯ ୩୬୫୮୬ ୧୧
୩୨ ତେଲେଙ୍ଗାନା ୩୮୯୭ ୬୭୦୦୫୩ ୧୯୬ ୪୦୦୪
୩୩ ତ୍ରିପୁରା ୮୯ ୮୩୯୮୯ ୧୫ ୮୨୬
୩୪ ଉତ୍ତରାଖଣ୍ଡ ୧୫୬ ୩୩୬୮୫୩ ୨୭ ୭୪୧୨
୩୫ ଉତ୍ତରପ୍ରଦେଶ ୧୩୯ ୧୬୮୭୪୬୫ ୨୨୯୧୩
୩୬ ପଶ୍ଚିମବଙ୍ଗ ୭୫୭୪ ୧୫୯୪୮୪୦ ୬୧୦ ୧୯୫୮୪
ମୋଟ ୯୩୨୭୭ ୩୪୧୧୪୩୩୧ ୯୨୬୫ ୪୭୫୧୨୮ ୩୯୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.