Home Top News ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୪୩୯ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୪୩୯ ନୂଆ ଆକ୍ରାନ୍ତ ଚିହ୍ନଟ, ୧୯୫ ମୃତ

33

ନୂଆ ଦିଲ୍ଲୀ ୮-୧୨ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୮,୪୩୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୯୩,୭୩୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୨୭% ଅଟେ।

ସମଗ୍ର ଦେଶରେ ସମୁଦାୟ ୩,୪୦,୮୯,୧୩୭ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୯,୫୨୫ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୩୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩,୪୬,୫୬,୮୨୨ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୧,୨୮୧ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୯୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪,୭୩,୯୫୨ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୨୭%

ଆରୋଗ୍ୟ ହୋଇଛନ୍ତି ୯୮.୩୬%

ଏବଂ ମୃତ୍ୟୁ ସଂଖ୍ୟା ୧.୩୭%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୨୯, ୫୪, ୧୯, ୯୭୫ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୭୩, ୬୨, ୦୦୦

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୭୫୫୮ ୧୨୯
ଆନ୍ଧ୍ରପ୍ରଦେଶ ୨୦୦୮ ୨୦୫୭୫୭୩ ୨୦୪ ୧୪୪୫୫
ଅରୁଣାଚଳ ପ୍ରଦେଶ ୩୧ ୫୪୯୮୪ ୨୮୦
ଆସାମ ୨୫୬୫ ୬୦୯୨୧୬ ୧୨୮ ୬୧୨୭
ବିହାର ୩୦ ୭୧୪୧୩୦ ୧୨୦୯୦
ଚଣ୍ଡିଗଡ଼ ୬୫ ୬୪୬୨୩ ୮୨୦
ଛତିଶଗଡ ୩୩୨ ୯୯୩୧୧୩ ୩୨ ୧୩୫୯୩
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୦୬୭୯
ଦିଲ୍ଲୀ ୩୭୬ ୧୪୧୫୯୭୪ ୧୯ ୨୫୦୯୯
୧୦ ଗୋଆ ୪୦୪ ୧୭୫୪୫୦ ୪୧ ୩୩୮୮
୧୧ ଗୁଜୁରାଟ ୩୭୨ ୮୧୭୩୩୯ ୩୯ ୧୦୦୯୫
୧୨ ହରିୟାଣା ୨୦୮ ୭୬୧୬୧୨ ୧୮ ୧୦୦୫୫
୧୩ ହିମାଚଳ ପ୍ରଦେଶ ୭୩୬ ୨୨୩୦୯୩ ୯୨ ୩୮୫୫
୧୪ ଜାମ୍ମୁ କାଶ୍ମୀର ୧୬୦୧ ୩୩୧୯୫୯ ୧୮୮ ୪୪୮୭
୧୫ ଝାଡଖଣ୍ଡ ୧୩୬ ୩୪୪୦୯୦ ୧୦ ୫୧୪୧
୧୬ କର୍ଣ୍ଣାଟକ ୭୧୨୯ ୨୯୫୩୩୨୭ ୨୬୦ ୩୮୨୪୩
୧୭ କେରଳ ୪୦୭୨୮ ୫୦୯୧୨୨୪ ୫୧୮୦ ୪୧୯୦୨ ୧୩୪
୧୮ ଲଦାଖ ୨୪୭ ୨୧୨୭୩ ୩୫ ୨୧୫
୧୯ ଲକ୍ଷଦୀପ ୧୧ ୧୦୩୪୩ ୫୧
୨୦ ମଧ୍ୟପ୍ରଦେଶ ୧୩୯ ୭୮୨୬୦୬ ୧୩ ୧୦୫୨୯
୨୧ ମହାରାଷ୍ଟ୍ର ୧୦୧୨୧ ୬୪୮୮୬୮୦ ୧୦୮୭ ୧୪୧୧୯୪ ୧୯
୨୨ ମଣିପୁର ୩୩୦ ୧୨୩୦୯୧ ୨୮ ୧୯୮୫
୨୩ ମେଘାଳୟ ୨୫୧ ୮୨୮୯୩ ୧୫ ୧୪୭୫
୨୪ ମିଜୋରାମ ୩୦୩୯ ୧୩୩୫୧୦ ୩୫୪ ୫୦୮
୨୫ ନାଗାଲାଣ୍ଡ ୧୧୮ ୩୧୩୨୫ ୬୯୯
୨୬ ଓଡ଼ିଶା ୧୯୪୨ ୧୦୪୦୧୩୯ ୨୧୮ ୮୪୨୪
୨୭ ପୁଡୁଚେରୀ ୨୨୯ ୧୨୭୦୦୦ ୩୨ ୧୮୭୬
୨୮ ପଞ୍ଜାବ ୩୫୦ ୫୮୬୫୯୪ ୨୯ ୧୬୬୧୨
୨୯ ରାଜସ୍ଥାନ ୨୨୦ ୯୪୫୭୬୮ ୨୫ ୮୯୫୬
୩୦ ସିକ୍କିମ୍ ୧୯୮ ୩୧୭୭୯ ୨୪ ୪୦୫
୩୧ ତାମିଲନାଡୁ ୭୯୮୨ ୨୬୮୭୪୧୪ ୭୩୧ ୩୬୫୪୯ ୧୦
୩୨ ତେଲେଙ୍ଗାନା ୩୮୫୨ ୬୬୯୪୮୮ ୧୬୦ ୪୦୦୧
୩୩ ତ୍ରିପୁରା ୮୩ ୮୩୯୬୫ ୧୭ ୮୨୬
୩୪ ଉତ୍ତରାଖଣ୍ଡ ୧୮୯ ୩୩୬୭୮୫ ୭୪୧୧
୩୫ ଉତ୍ତରପ୍ରଦେଶ ୧୩୨ ୧୬୮୭୪୪୯ ୧୨ ୨୨୯୧୧
୩୬ ପଶ୍ଚିମବଙ୍ଗ ୭୫୭୬ ୧୫୯୩୦୯୧ ୫୧୨ ୧୯୫୬୨
ମୋଟ ୯୩୭୩୩ ୩୪୦୮୯୧୩୭ ୯୫୨୫ ୪୭୩୯୫୨ ୧୯୫

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.