Home Top News ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୫...

ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୨୩ ନୂଆ ଆକ୍ରାନ୍ତ ଚିହ୍ନଟ, ୨୫ ମୃତ

27

ନୂଆ ଦିଲ୍ଲୀ ୨୧-୫ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୨୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୪,୯୯୬ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୫,୯୪,୮୦୧ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୨,୩୪୬ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୫% କୁ ହ୍ରାସ ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୧,୩୪,୧୪୫ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୮ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୨୫ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୪,୩୪୮ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୫%

ଏବଂ ମୃତ୍ୟୁ ସଂଖ୍ୟା ୧.୨୨%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୯୨, ୧୨, ୯୬, ୭୨୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୫, ୩୨, ୩୮୩

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୮୪, ୬୩, ୫୪, ୭୩୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୯୯, ୩୮୨

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୧୦ ୧୨୯
ଆନ୍ଧ୍ରପ୍ରଦେଶ ୫୭ ୨୩୦୫୦୭୪ ୨୦ ୧୪୭୩୧
ଅରୁଣାଚଳ ପ୍ରଦେଶ ୬୪୨୦୬ ୨୯୬
ଆସାମ ୭୧୬୨୩୫ ୭୯୮୬
ବିହାର ୪୨ ୮୧୮୪୦୧ ୧୨୨୫୬
ଚଣ୍ଡିଗଡ଼ ୭୫ ୯୧୦୪୩ ୧୧୬୫
ଛତିଶଗଡ ୩୪ ୧୧୩୮୨୯୯ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୨୨୨୯ ୧୮୭୪୨୮୨ ୬୭୮ ୨୬୧୯୯
୧୦ ଗୋଆ ୯୫ ୨୪୧୭୧୫ ୧୩ ୩୮୩୨
୧୧ ଗୁଜୁରାଟ ୨୦୫ ୧୨୧୩୭୧୬ ୩୧ ୧୦୯୪୪
୧୨ ହରିୟାଣା ୧୨୧୩ ୯୮୮୬୪୨ ୨୯୭ ୧୦୬୨୧
୧୩ ହିମାଚଳ ପ୍ରଦେଶ ୭୯ ୨୮୦୭୮୫ ୧୩ ୪୧୩୬
୧୪ ଜାମ୍ମୁ କାଶ୍ମୀର ୪୭ ୪୪୯୩୭୭ ୧୩ ୪୭୫୨
୧୫ ଝାଡଖଣ୍ଡ ୨୬ ୪୨୯୯୬୪ ୫୩୧୮
୧୬ କର୍ଣ୍ଣାଟକ ୧୬୬୬ ୩୯୦୮୪୫୧ ୧୫୫ ୪୦୧୦୬
୧୭ କେରଳ ୩୭୫୦ ୬୪୭୬୨୫୪ ୩୬୨ ୬୯୪୮୦ ୨୩
୧୮ ଲଦାଖ ୨୮୦୨୭ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୨୬୦ ୧୦୩୧୧୨୯ ୩୧ ୧୦୭୩୫
୨୧ ମହାରାଷ୍ଟ୍ର ୧୭୬୧ ୭୭୩୨୫୫୨ ୨୭୦ ୧୪୭୮୫୬
୨୨ ମଣିପୁର ୧୩୫୧୧୦ ୨୧୨୦
୨୩ ମେଘାଳୟ ୯୨୨୨୬ ୧୫୯୩
୨୪ ମିଜୋରାମ ୧୫୦ ୨୨୭୨୬୨ ୬୫ ୬୯୮
୨୫ ନାଗାଲାଣ୍ଡ ୩୪୭୩୫ ୭୬୦
୨୬ ଓଡ଼ିଶା ୧୭୧ ୧୨୭୯୦୫୨ ୯୧୨୬
୨୭ ପୁଡୁଚେରୀ ୧୭ ୧୬୩୮୪୬ ୧୯୬୨
୨୮ ପଞ୍ଜାବ ୧୩୯ ୭୪୨୨୭୭ ୨୧ ୧୭୭୫୧
୨୯ ରାଜସ୍ଥାନ ୪୬୪ ୧୨୭୫୦୧୫ ୭୬ ୯୫୫୪
୩୦ ସିକ୍କିମ୍ ୩୮୭୦୮ ୪୫୨
୩୧ ତାମିଲନାଡୁ ୩୧୫ ୩୪୧୬୪୬୧ ୪୪ ୩୮୦୨୫
୩୨ ତେଲେଙ୍ଗାନା ୪୧୩ ୭୮୮୨୭୮ ୨୮ ୪୧୧୧
୩୩ ତ୍ରିପୁରା ୯୯୯୬୪ ୯୨୩
୩୪ ଉତ୍ତରାଖଣ୍ଡ ୪୮୩ ୪୨୯୬୦୪ ୨୧ ୭୬୯୩
୩୫ ଉତ୍ତରପ୍ରଦେଶ ୯୦୬ ୨୦୫୩୯୭୫ ୧୩୭ ୨୩୫୧୭
୩୬ ପଶ୍ଚିମବଙ୍ଗ ୩୮୪ ୧୯୯୭୪୩୯ ୩୫ ୨୧୨୦୩
ମୋଟ ୧୪୯୯୬ ୪୨୫୯୪୮୦୧ ୨୩୪୬ ୫୨୪୩୪୮ ୨୫

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.