Home Coronavirus Outbreak ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୦୯୬ ନୂଆ ଆକ୍ରାନ୍ତ ଚିହ୍ନଟ,...

ଦେଶରେ କମିଲା ସଂକ୍ରମଣ : ଗତ ୨୪ ଘଣ୍ଟା ମଧ୍ୟରେ ୧,୦୯୬ ନୂଆ ଆକ୍ରାନ୍ତ ଚିହ୍ନଟ, ୮୧ ମୃତ

25

ନୂଆ ଦିଲ୍ଲୀ ୩-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୧,୦୯୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧୩,୦୧୩ କୁ ହ୍ରାସ ପାଇଛି।

ସକ୍ରିୟ ମାମଲାଗୁଡ଼ିକ ମୋଟ ମାମଲାର ୦.୦୩% ଅଟେ।

ସମଗ୍ର ଦେଶରେ ସମୁଦାୟ ୪,୨୪,୯୩,୭୭୩ ଆରୋଗ୍ୟ ହୋଇଛନ୍ତି।

ଗତ ୨୪ ଘଣ୍ଟା ମଧ୍ୟରେ ୧,୪୪୭ ରୋଗୀ ସୁସ୍ଥ ହୋଇଛନ୍ତି।

ଆରୋଗ୍ୟ ହାର ୯୮.୭୬% କୁ ବୃଦ୍ଧି ପାଇଛି।

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୩୦,୨୮,୧୩୧ କୁ ବୃଦ୍ଧି ପାଇଛି।

ମୋଟ ସକ୍ରୀୟ ଆକ୍ରାନ୍ତଙ୍କ ସଂଖ୍ୟାରେ ହ୍ରାସ ହୋଇଛି ୪୩୨ ଜଣ।

ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୮୧ ହୋଇଥିବା ବେଳେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୫,୨୧,୩୪୫ କୁ ବୃଦ୍ଧି ପାଇଛି।

ସକ୍ରୀୟ ଆକ୍ରାନ୍ତ ୦.୦୩%

ଆରୋଗ୍ୟ ହୋଇଛନ୍ତି ୯୮.୭୬%

ଏବଂ ମୃତ୍ୟୁ ସଂଖ୍ୟା ୧.୨୧%

ଟିକାକରଣ

ଦେଶରେ ମୋଟ ଟିକାକରଣ ୧, ୮୪, ୬୬, ୮୬, ୨୬୦ ହୋଇଥିବା ବେଳେ ଗତ କାଲି ଟିକାକରଣ ହୋଇଛି ୧୨, ୭୫, ୪୯୫

ପରୀକ୍ଷଣ

ଦେଶରେ ମୋଟ ପରୀକ୍ଷଣ ୭୯, ୦୭, ୬୪, ୮୮୩ ହୋଇଥିବା ବେଳେ ଗତ କାଲି ପରୀକ୍ଷଣ ହୋଇଛି ୪, ୬୫, ୯୦୪

ରାଜ୍ୟୱାରୀ ସମସ୍ତ ତଥ୍ୟ

କ୍ରମିକ ସଂଖ୍ୟା ରାଜ୍ୟ ସକ୍ରୀୟ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ଗତକାଲି ସୁସ୍ଥ ହୋଇଛନ୍ତି ମୋଟ ମୃତ୍ୟୁ ସଂଖ୍ୟା ଦିନକରେ ମୃତ୍ୟୁ ସଂଖ୍ୟା
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ୯୯୦୪ ୧୨୯
ଆନ୍ଧ୍ରପ୍ରଦେଶ ୧୭୫ ୨୩୦୪୬୬୧ ୩୩ ୧୪୭୩୦
ଅରୁଣାଚଳ ପ୍ରଦେଶ ୬୪୧୮୮ ୨୯୬
ଆସାମ ୧୩୪୯ ୭୧୬୨୦୮ ୬୬୩୯
ବିହାର ୨୦ ୮୧୮୧୯୫ ୧୨୨୫୬
ଚଣ୍ଡିଗଡ଼ ୧୭ ୯୦୭୪୪ ୧୧୬୫
ଛତିଶଗଡ ୧୦୭ ୧୧୩୮୦୧୨ ୧୪ ୧୪୦୩୪
ଦାଦ୍ରା ଏବଂ ନାଗର ହାଭେଲି ଏବଂ ଦାମନ ଏବଂ ଡିୟୁ ୧୧୪୩୭
ଦିଲ୍ଲୀ ୫୦୯ ୧୮୩୮୫୫୩ ୮୮ ୨୬୧୫୩
୧୦ ଗୋଆ ୪୮ ୨୪୧୪୪୧ ୩୮୩୨
୧୧ ଗୁଜୁରାଟ ୬୪ ୧୨୧୨୯୧୬ ୧୬ ୧୦୯୪୨
୧୨ ହରିୟାଣା ୨୫୬ ୯୭୪୪୩୬ ୪୭ ୧୦୬୧୭
୧୩ ହିମାଚଳ ପ୍ରଦେଶ ୮୬ ୨୮୦୩୩୯ ୩୦ ୪୧୩୩
୧୪ ଜାମ୍ମୁ କାଶ୍ମୀର ୧୮୦ ୪୪୮୮୬୩ ୧୪ ୪୭୫୦
୧୫ ଝାଡଖଣ୍ଡ ୪୪ ୪୨୯୭୯୦ ୫୩୧୫
୧୬ କର୍ଣ୍ଣାଟକ ୧୫୫୮ ୩୯୦୩୯୯୮ ୭୯ ୪୦୦୫୪
୧୭ କେରଳ ୩୬୭୩ ୬୪୬୧୬୯୩ ୪୭୨ ୬୮୦୬୬ ୭୪
୧୮ ଲଦାଖ ୨୭୯୯୦ ୨୨୮
୧୯ ଲକ୍ଷଦୀପ ୧୧୩୫୦ ୫୨
୨୦ ମଧ୍ୟପ୍ରଦେଶ ୧୩୧ ୧୦୩୦୨୮୨ ୧୯ ୧୦୭୩୫
୨୧ ମହାରାଷ୍ଟ୍ର ୯୩୭ ୭୭୨୫୫୫୩ ୧୦୨ ୧୪୭୭୮୭
୨୨ ମଣିପୁର ୩୧ ୧୩୪୯୫୪ ୨୧୨୦
୨୩ ମେଘାଳୟ ୧୫ ୯୨୧୫୯ ୧୫୯୩
୨୪ ମିଜୋରାମ ୯୯୮ ୨୨୩୦୭୦ ୧୭୮ ୬୮୬
୨୫ ନାଗାଲାଣ୍ଡ ୧୫ ୩୪୭୦୩ ୭୫୯
୨୬ ଓଡ଼ିଶା ୪୧୮ ୧୨୭୮୧୬୨ ୯୧୨୧
୨୭ ପୁଡୁଚେରୀ ୧୬୩୮୧୨ ୧୯୬୨
୨୮ ପଞ୍ଜାବ ୧୧୭ ୭୪୧୨୮୫ ୨୩ ୧୭୭୪୧
୨୯ ରାଜସ୍ଥାନ ୧୬୩ ୧୨୭୩୩୦୬ ୫୮ ୯୫୫୨
୩୦ ସିକ୍କିମ୍ ୩୮୬୭୮ ୪୫୨
୩୧ ତାମିଲନାଡୁ ୨୮୪ ୩୪୧୪୫୭୮ ୩୯ ୩୮୦୨୫
୩୨ ତେଲେଙ୍ଗାନା ୩୨୭ ୭୮୬୮୭୮ ୭୨ ୪୧୧୧
୩୩ ତ୍ରିପୁରା ୯୯୯୫୨ ୯୨୧
୩୪ ଉତ୍ତରାଖଣ୍ଡ ୪୯୩ ୪୨୯୦୭୩ ୭୬୯୨
୩୫ ଉତ୍ତରପ୍ରଦେଶ ୩୭୬ ୨୦୪୬୯୪୯ ୬୧ ୨୩୪୯୬
୩୬ ପଶ୍ଚିମବଙ୍ଗ ୬୦୧ ୧୯୯୫୬୬୧ ୬୯ ୨୧୧୯୭
ମୋଟ ୧୩୦୧୩ ୪୨୪୯୩୭୭୩ ୧୪୪୭ ୫୨୧୩୪୫ ୮୧

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.